*ନୂଆପଡ଼ା ଉପ ନର୍ବାଚନରେ ଗଣତି ନେଇ ବ୍ୟାପକ ପ୍ରସ୍ତୁତି, ପ୍ରସ୍ତୁତି ଚୂଡାନ୍ତ ହୋଇଥିବା ବେଳେ ପୋଲିସ ଅଧିକାରୀ ଏବଂ ସୁରକ୍ଷା କର୍ମୀ ଙ୍କୁ ପୋଲିସ ଏସ ପି ସୁରକ୍ଷା ଦୟୀତେ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଉପ ନର୍ବାଚନରେ ଗଣତି ନେଇ ବ୍ୟାପକ ପ୍ରସ୍ତୁତି, ପ୍ରସ୍ତୁତି ଚୂଡାନ୍ତ ହୋଇଥିବା ବେଳେ ପୋଲିସ ଅଧିକାରୀ ଏବଂ ସୁରକ୍ଷା କର୍ମୀ ଙ୍କୁ ପୋଲିସ ଏସ ପି ସୁରକ୍ଷା ଦୟୀତ୍ଵ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏସ ପି ଅମୃତ ପାଲ ସିଂ ଯୋଗ ନିର୍ବାଚନ ଗଣତି ନେଇ ବ୍ୟାପକ ପ୍ରସ୍ତୁତି ରହିଅଛି। ମୋଟ ୧୪ ଗୋଟି ଟେବୁଲ୍ ରହିଅଛି।୨୬ ରାଉଣ୍ଡ ଗଣତି ହେବା ନେଇ ପ୍ରଶାସନ ପ୍ରସ୍ତୁତ ରହିଥିବା ଜଣାପଡିଛି। ଆଜି ଭୋଟ ଗଣତି କେନ୍ଦ୍ର ରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛନ୍ତି। ସୁରକ୍ଷା କର୍ମୀ ଏବଂ ଅଧିକାରୀଙ୍କୁ ନେଇ ଗୁରୁତ୍ବ ପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଅଛି। ୭୧ ତମ ନୂଆପଡ଼ା ବିଧାନସଭା ଉପ ନିର୍ବାଚନ ରେ ୧୪ ଜଣ ପ୍ରାର୍ଥୀ ଙ୍କୁ ଭାଗ୍ୟ ନିର୍ଦ୍ଧାରଣ କରିବେ। ଗଣତି ରେ ନିୟୋଜିତ ହୋଇଥିବା କର୍ମଚାରୀ ମାନେ ସକାଳ ୬ ଘଣ୍ଟା ରୁ ଗଣତି କେନ୍ଦ୍ରରେ ପ୍ରବେଶ କରିବେ। ସକାଳ ୮ ଘର୍ଣ୍ଟା ରେ ପୋଷ୍ଟାଲ ବେଲାଟ ଗଣତି ପରେ ୮ ଘଣ୍ଟା ୩୦ ମିନିଟ ରେ ଇଭିଏମ୍ ଭୋଟ ଗଣତି ହେବା ନିଷ୍ପତ୍ତି ହୋଇଅଛି।
