*ନୂଆପଡା ଉପ ନିର୍ବାଚନ ରେ ତିନି ପ୍ରମୁଖ ଦଳ ନିଜ ରଣନୀତି ରେ ବ୍ୟସ୍ତ, ବିଜୟୀ ନେଇ ଦେଢ଼ ଆଶାବାଦୀ, ପ୍ରଚାର ମଙ୍ଗ ରାଜ୍ୟ ପ୍ରଭାରୀ ଅଜୟ ଲଲୁଙ୍କ ନେତୃତ୍ବ ରେ ଜନ ସଭା ଓ ପଦଯାତ୍ରା*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡା ଉପ ନିର୍ବାଚନ ରେ ତିନି ପ୍ରମୁଖ ଦଳ ନିଜ ରଣନୀତି ରେ ବ୍ୟସ୍ତ, ବିଜୟୀ ନେଇ ଦେଢ଼ ଆଶାବାଦୀ, ପ୍ରଚାର ମଙ୍ଗ ରାଜ୍ୟ ପ୍ରଭାରୀ ଅଜୟ ଲଲୁଙ୍କ ନେତୃତ୍ବ ରେ ଜନ ସଭା ଓ ପଦଯାତ୍ରା ଅବ୍ୟାହତ ରହିଅଛି। ଭୋଟରଙ୍କୁ ନିଜ ସପକ୍ଷେ ରେ ଆଣିବା ସହ ଦଳୀୟ ପ୍ରାର୍ଥୀ ଘାସିରାମ ମାଝୀଙ୍କ ସପକ୍ଷେରେ ମତ ଦେବା ପାଇଁ ଦାବୀ କରିଛନ୍ତି।ଆଜି ଦଳୀୟ ପ୍ରାର୍ଥୀ ଘାସିରାମ ମାଝୀ ଏବଂ ରାଜ୍ୟ ପ୍ରଭାରୀ ଅଜୟ ଲଲୁ ନୂଆପଡା ସଦର ବ୍ଲକ୍ ୮ ନମ୍ୱର୍ ଜିଲ୍ଲା ପରିଷଦ ଜୋନ ରେ ନିର୍ବାଚନ ପ୍ରଚାର ଚଳାଇଛନ୍ତି।
