ଯାଜପୁର ବାଳିକା ସରକାରୀ ଉଚ୍ଚ ବିଦ୍ୟାଳୟ ରେ ନୂତନ ପ୍ରଧାନ ଶିକ୍ଷୟତ୍ରୀ ଙ୍କ ଯୋଗଦାନ
ଯାଜପୁର /(ଭଞ୍ଜଦୂତ:ନିପ୍ର )ରିପୋର୍ଟର :ସରୋଜ କୁମାର ଧଳ
ଯାଜପୁର-ତା-୧୩/୧0/୨୫ରିଖ ସରକାରୀ ଉଚ୍ଚବିଦ୍ୟାଳୟ ରେ ପ୍ରଧାନଶିକ୍ଷୟତ୍ରୀ ଭାବେ ଶ୍ରୀମତୀ ସୁପ୍ରଭା ପରିଡା OES-II(SB)ନୂତନ ପ୍ରଧାନଶିକ୍ଷୟତ୍ରୀ ଭାବେ ଯୋଗଦାନ କଲେ | ବିଦ୍ୟାଳୟ ର ଶିକ୍ଷକ/ଶିକ୍ଷୟତ୍ରୀ ଓ କର୍ମଚାରୀ ମାନେ ପୁଷ୍ପ ଗୁଚ୍ଛ ଦେଈ ତାଙ୍କୁ ସ୍ୱାଗତ କଲେ ପୂର୍ବତନ DDO ଶ୍ରୀ କିଶୋର ଚନ୍ଦ୍ର ମଲ୍ଲିକ ଓ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଅନିତା ନାୟକ ଙ୍କ ଠାରୁ ନୂତନ ପ୍ରଧାନଶିକ୍ଷୟତ୍ରୀ ଶ୍ରୀମତୀ ପରିଡା ଵିଧି ବଦ୍ଧ ଭାବେ ଦାଇତ୍ୱ ଗ୍ରହଣ କଲେ |
