*ନୂଆପଡା ଉପ ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରଚାର ସରଗରମ, ବିଜେଡି ଦଳୀୟ ପ୍ରାର୍ଥୀ ଙ୍କ ହାଇଟେକ୍ ପ୍ରଚାର*
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡା ଉପ ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରଚାର ସରଗରମ, ବିଜେଡି ଦଳୀୟ ପ୍ରାର୍ଥୀ ଙ୍କ ହାଇଟେକ୍ ପ୍ରଚାର। ବିକାଶ, ଏବଂ ନବୀନ ସରକାରଙ୍କ ବିକାଶ ମୂଳକ କାର୍ଯ୍ୟ ଏକ ପରିଚୟ ଦେଇଥିବା ବେଳେ ବିପୁଳ ଜନସମର୍ଥନ ବିଜୟ ର ପତିଆରା କୁ ସୁନିଶ୍ଚିତ କରୁଛି ବୋଲି ପ୍ରାର୍ଥୀ ସ୍ନିହାଙ୍ଗିନୀ ଛୁରିଆ ଙ୍କ ପ୍ରକାଶ। ଗତକାଲି କୋମନା ବ୍ଲକ୍ ଲଖନା, ମୁଣ୍ଡାପଲା, ସମର ସିଂ, ଠୀକପାଳି ଏବଂ ଗଣ୍ଡାମେର ନିର୍ବାଚନ ପ୍ରଚାର କରିଛନ୍ତି। ସମ୍ବଲପୁରୀ ଦଳଗତ ନୃତ୍ୟ ପ୍ରଚାର ମା ସୃଷ୍ଟି କରିଥିବା ବେଳେ ଗ୍ରାମବାସୀଙ୍କ ଉତ୍ସାହ ଦେଖିବାକୁ ମିଳୁଛି।
