*ନୂଆପଡା ଉପ ନିର୍ବାଚନ ରେ ପଡୋଶୀ ରାଜ୍ୟ ଛତିଶଗଡ ମନ୍ତ୍ରୀ ଆସି ନିର୍ବାଚନ ପ୍ରଚାର, ଅନୁସୂଚିତ ଜାତିଙ୍କ ସଭାରେ ଯୋଗ ଦେଲେ, ଜୟ ସତନାମ ସଭାରେ ଆଲୋଚନା*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡା ଜିଲ୍ଳା ଉପ ନିର୍ବାଚନ ରେ ପଡୋଶୀ ରାଜ୍ୟ ଛତିଶଗଡ ମନ୍ତ୍ରୀ ଆସି ନିର୍ବାଚନ ପ୍ରଚାର, ଅନୁସୂଚିତ ଜାତିଙ୍କ ସଭାରେ ଯୋଗ ଦେଲେ, ଜୟ ସତନାମ ସଭାରେ ଆଲୋଚନା କରିଛନ୍ତି। କେନ୍ଦ୍ର ଏବଂ ରାଜ୍ୟରେ ଡବଲ ଇଞ୍ଜିନ ସରକାରଙ୍କ ବିକାଶ ମୂଳକ କାର୍ଯ୍ୟ ସାଙ୍ଗକୁ ସବକା ସାଥ ସବକା ବିକାଶ ବାର୍ତ୍ତା ନେଇ ଅନୁସୂଚିତ ଜାତି ସଂକଳ୍ପ ନେଇଛନ୍ତି।ଆସନ୍ତା ଉପ ନିର୍ବାଚନ ରେ ଭାରତୀୟ ଜନତା ପାର୍ଟି କୁ ଆସ୍ଥା ପ୍ରକଟ କରିବେ। ଭାରତୀୟ ଜନତା ପାର୍ଟି ସବୁ ଧର୍ମ, ସବୁ ଜାତି ଏବଂ ସବୁ ବର୍ଗ କୁ ସମାନତା ପ୍ରଦାନ କରୁଥିବ ବେଳେ ବିଜୟ ବି ସୁନିଶ୍ଚିତ ଅଟେ ବୋଲି ପ୍ରକାଶ କରିଛନ୍ତି।
