***ନଦୀ ରେ ବୁଡି ତିନି ମୃତ୍ୟୁ ***
ଜଗତସିଂହପୁର ଜିଲ୍ଲା କ୍ରିଷ୍ଣାନନ୍ଦପୁର ନିକଟସ୍ଥ ପାଇକା ନଦୀ କୂଳ ଠାରେ ଗାଧଉଥିବା ବେଳେ ଭାସିଗେଲେ ତିନି ଜଣ ଯୁବକ l ଗୁରୁତ୍ୱର ଅବସ୍ଥାରେ ତିନି ଜଣଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରି ରଘୁନାଥପୁର ମେଡିକାଲ କୁ ନେଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ l ଏହି ମୃତ୍ୟୁକଙ୍କ ମଧ୍ୟରେ ହେଲେ ଶିଶିର କୁମାର ବେହେରା, ଅମନ କୁମାର ମଲ୍ଲିକ, ସୌରଭ କୁମାର ମଲ୍ଲିକ lଏହି ଦୁଃଖଦ ଘଟଣା କୁ ନେଇ ସ୍ଥାନୀୟ ଅଂଚଳ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଅଛି ତିର୍ତୋଲ ରୁ ସାମ୍ବାଦିକ ଗୋପାଳ କୃଷ୍ଣ ଦାସ ଙ୍କ ଭଂଜଦୂତ ଖବର
