ଶ୍ରୀଯୁକ୍ତ ବିଦ୍ୟାପତି ରାମଚନ୍ଦ୍ରନ ଅନୁସୂଚିତ ଜାତି ଆୟୋଗ, ଭାରତ ସରକାର, ଓଡିଶା ଦାୟିତ୍ୱରେ ଥିବା ଅନୁସୂଚିତ ଜାତିର ନିର୍ଦ୍ଦେଶିକା ସୋନାଲୀ ଦତ୍ତ ମହୋଦୟାଙ୍କୁ ନିଖିଳ ଓଡିଶା କୈବର୍ତ୍ତ ମହାସଭା ଭୁବନେଶ୍ୱର, ଶ୍ରୀଯୁକ୍ତ ମନୋଜ କୁମାର ବେହେରା, କାର୍ଯ୍ୟକାରି ସଭାପତି ମହୋଦୟଙ୍କର ମାଧ୍ୟାମରେ ସୌଜନ୍ୟ ମୂଳକ ଭାବରେ ସାକ୍ଷ୍lତକାର କରି ଜାତିର ଉପୁଜି ଥିବା ସମସ୍ୟା ଓ ତାର ସମାଧାନ ଉପରେ ମଧ୍ୟ ଉପସ୍ଥିତ ଥିଲେ l
