ଜଣେ ସରକାରୀ କର୍ମଚାରୀ (JE )ଅର୍ଧେନ୍ଦୁ ଶେଖର ମଲ୍ଲିକ ଯାଜପୁର ଜିଲ୍ଲା ଦଶରଥ ପୁର ତାଙ୍କ ସରକାରୀ କାର୍ଯ୍ୟ କ୍ଷେତ୍ରରେ କାର୍ଯ୍ୟ ରତ ସମୟରେ କେଉଁ ପ୍ରକାର ସନ୍ମାନ ଦିଆଯାଉଛି ଚପଲ ରଖି ଯିଏ ଦେଶର ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ତଳେ ପକାଇ ଚୌକି ଉପରେ ବାବୁ ବସିଛନ୍ତି ଜଣେ ଭାଈ ଆସି କହିବାରୁ ସେ ହସୁଛନ୍ତି ସେ ପ୍ରମିଳା ମଲ୍ଲିକ ର ଖାସ ଲୋକ ବୋଲି ଯାହା ଶୁଣି ବାକୁ ମିଳୁଛି |ଆମ ନେତା ନେତ୍ରୀ ଗଣଙ୍କ ଆଗାମୀ ପଦ କ୍ଷେପ କୁ ଅପେକ୍ଷା
