ଓଳେଇ ଚନ୍ଦନପୁର ଠାରେ ଦୁର୍ଗାପୂଜା ର ମହଲ ବଡ ନିଆରା
ବିଞ୍ଝାରପୁର/(ଭଞ୍ଜଦୂତ:ନିପ୍ର)ରିପୋର୍ଟର:ବିଜୟ କୁମାର ବାରିକ
ଓଲେଇ ଚନ୍ଦନପୁର ଦୁର୍ଗାପୂଜା କମିଟି ଚନ୍ଦନପୁର ରେ 25ତମ ଶାରଦୀୟ ଦୁର୍ଗାପୂଜା ଅବସରରେ ଚନ୍ଦନପୁର ବାସି ଭାଇ ଚାରା ସହିତ ପଂଚାୟତ ବାସି ଆନନ୍ଦ ଉଲ୍ଲାସ ସହିତ ଧୁମ ଧାମ ରେ ପାଳନ କରାଯାଉଛି ଏବଂ ଶ୍ରଦ୍ଧାଳୁ ଭକ୍ତ ଗ୍ରାମ ବାସି ଶାନ୍ତି ଶୁଙ୍ଖଳା ସହିତ ଚନ୍ଦନପୁର ବାସି ପାଳନ କରୁଛନ୍ତି।
ମା ଜଗତ ଜନନୀଙ୍କ ପୂଜା ପାଳନ କୁ ନେଇ ଗ୍ରାମ ବାସି ଙ୍କ ଖୁସି କହିଲେ ନସରେ। ଦଦୋକାନ ବଜାର ଚଳ ଚଞ୍ଚଳତା ସାଙ୍ଗରେ ମେଲୋଡି କାଯ୍ୟକ୍ରମ ଆଖି ଝଲସି ହୋଇ ଯାଉଛି। ବହୁ ଦୂର ଦୁରାନ୍ତରୁ ଲୋକେ ମାଆଙ୍କୁ ଦେଖି ବାକୁ ଧାଡି ଛୁଟିଛି। ଓଳେଇ ଚନ୍ଦନପୁର କମିଟିର ସଭାପତି – ଶ୍ରୀ ବଷ୍ଟମ ଚରଣ ସାମଲ
ଉପସଭାପତି – ଶ୍ରୀ ବାବୁରାମ ଜେନା ଏବଂ ଓଳେଇ ଚନ୍ଦନ ପୁରର ସମସ୍ତ କାର୍ଯ୍ୟାକର୍ତ୍ତା ଙ୍କ ସହଯୋଗ ରେ ମାଙ୍କ କାଯ୍ୟକ୍ରମ ବହୁ ଧୁମ ଧାମ ରେ କରାଯାଉଛି। ସମସ୍ତ ଭକ୍ତ ମାନଙ୍କ ପାଇଁ ଶାନ୍ତି ଶୃଙ୍କାଳ ର ବ୍ୟବସ୍ତା କରାଯାଇଛି।
