ମୁଦ୍ରା ରାକ୍ଷାସ ଙ୍କ ସଂଖ୍ୟା ବହୁ ମାତ୍ରାରେ ଦେଖିବାକୁ ମିଳୁଛି ଓଳେଇ ଚନ୍ଦନପୁରପଞ୍ଚାୟତରେ
ଯାଜପୁର/(ଭଞ୍ଜଦୂତ:ନିପ୍ର)ରିପୋର୍ଟର:ସରୋଜ କୁମାର ଧଳ
ଚନ୍ଦ୍ରପୁର ଓଳେଇ,ଚନ୍ଦନ୍ ପୁର ରେ ଜାଗ୍ରତ ମୁଦ୍ରା ରାକ୍ଷସ କାରଣ ସେମାନଙ୍କୁ କିଛି ଫରକ୍ ପଡ଼େନାହିଁ କିଏ ମଲା କିଏ ଗଲା କାରଣ ତାଙ୍କୁ ମୁଦ୍ରା ଉପରେ ନଜର କେତେ ମୋ ତଅବିଲ୍ ରେ ମହଜୁଦ୍ ଅଛି ଆଉ ନୁଆ କନ୍ଟ୍ରାକ୍ଟର୍ କରି କେତେ ରହିଲା କାରଣ ସେମିତି ଜଦି ନ ହୋଇ ଥାଆନ୍ତା ତାହାହେଲେ ପଞ୍ଚାୟତ କୁ ଆସୁ ଥିବା ଅର୍ଥ କଣ୍ ବାଟ ମାରଣା ହୁଅନ୍ତା ଯେଉଁଥି ପାଇଁ ସରକାର କୋଟି କୋଟି ଟଙ୍କା ପଞ୍ଚାୟତ କୁ ବ୍ୟୟ ଅଟକଳ ବରାଦ କଲେ ଯାହାକି ପଞ୍ଚାୟତ ରେ ବସବାସ କରୁ ଥିବା ଜନ ସାଧାରଣ ଙ୍କ ପାଇଁ ଯାହା ଜନ ସାଧାରଣ ଙ୍କ ବ୍ୟବସ୍ଥା ରେ କମ୍ ଓ କୁଜି କଣ୍ଟ୍ରାକ୍ଟର୍ ଙ୍କ ଖାତା ରେ ମହଜୁଦ୍ ସେ ବି ପୁଣି ବ୍ୟକ୍ ବିଗତ ତଅବିଲ୍ ଲାଗି ସିଏ କେବଳ କେଇଟା ଟଙ୍କା ଖର୍ଚ୍ଚ କରି ସିଧା ଜାଉଛି ଙ୍କ ଟ୍ରାକ୍ଟର କରୁଥିବା ବ୍ୟକ୍ତି ଙ୍କ ତଅବିଲ୍ କୁ କାରଣ ଏମିତି ଏକ ସ୍ପର୍ଶ କାତର ଘଟଣା ଘଟିଛି ଓଳେଇ, ଚନ୍ଦନପୁର 13 ନମ୍ବର ଉ୍ୱର୍ଡ୍ ରେ କାରଣ ଲୋକ ମାନଙ୍କ ପାଇଁ ନିର୍ମିତ ହୋଇଥିବା ରାସ୍ତା ଓ ଡ୍ରେନ୍ ଆଜି ସେହି ଲୋକ ମାନଙ୍କ ପାଇଁ ମରଣ ଯନ୍ତା ପାଲଟିଛି ଏହା ନ ହୋଇଥିଲେ କଣ୍ 2022,23 ମସିହାରେ ହୋଇଥିବା ପଞ୍ଚାୟତ ସ୍ତରରେ ହୋଇଥିବା କାମ କଣ ପଞ୍ଚାୟତ ବାସି ଙ୍କ ପାଇଁ ଆଜି ମରଣ ଯନ୍ତା ପାଲଟି ଥାନ୍ତା ଯାହା ଆଜି ସାଧାରଣ ରେ ଚର୍ଚା ର ବିଷୟ ପାଲଟିଛି ଯାହା ତଦନ୍ତ କଲେ ବହୁ ଦୁର୍ନୀତି ଲୋକ ଲୋଚନକୁ ଆସିବ ଯାହା ବ୍ଲକ ଉନ୍ନୟନ ଅଧିକାରୀ ଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ଏଣୁ ଆମ୍ଭେ ପଞ୍ଚାୟତ ବାସି ସ ବିନୟେ ନିବେଦନ କରୁଛୁ କି ଉକ୍ତ କାମ କୁ ବିଧିବଦ୍ଧ ତଦନ୍ତ କରି ଗ୍ରାମ ବାସି ଙ୍କ ପାଇଁ ନିର୍ମିତ ହୋଇଥିବା ରାସ୍ତା ଓ ଡ୍ରେନ୍ କୁ ଗୁରୁତ୍ୱ ର ସହିତ ତଦନ୍ତ ପରିସର ଭୁକ୍ତ କରି ଗ୍ରାମ ବାସି ଙ୍କ ପାଇଁ ଏକ 20 କଡି ବିଶିଷ୍ଟ ରାସ୍ତା ନିର୍ମାଣ କରାଇଲେ ଆମ୍ଭେ ମଣ୍ଡଳ ଉନ୍ନୟନ ଅଧିକାରୀ ଙ୍କ ପାଖରେ ଆଭାର ବ୍ୟକ୍ତ ରହିବୁ ଯଦି ଆଗାମୀ ଦିନରେ ଏହା ନ ହୁଏ ଆମ୍ଭେ 13 ନମ୍ବର ଓ୍ୱ୍ଆର୍ଡ ର ଲୋକ ମାନେ ଜିଲ୍ଲା କଲେକ୍ଟର ଙ୍କ ଅଫିସ୍ ରେ ଧାରଣା ରେ ବସିବୁ ଯାହା 13 ଓ୍ୱ୍ଆର୍ଡ ରେ ଘଟିଥିବା ବହୁ ଦୁର୍ନୀତି ଲୋକ ଲୋଚନକୁ ଆସି ପାରିବ
