
——————————-
ସାରସକଣା,…, ସାରସକଣା ବ୍ଲକ ଅନ୍ତର୍ଗତ ପାନ୍ଧଡା ଗ୍ରାମ ରେ ଥିବା ହାଇସ୍କୁଲ ସମ୍ମୁଖ ରେ ବସନ୍ତ ନୀଡ଼ ଠାରେ ତାଙ୍କର ଶ୍ରାଦ୍ଧ ବାର୍ଷିକ ପାଳିତ ହୋଇଯାଇଛି। ତାଙ୍କର ସାନ ପୁଅ ସୁରଜିତ ଶତପଥୀ ସୁଦୂର ବାଲେଶ୍ୱର ରୁ ଆସି ପୁଷ୍ପ ମାଲ୍ୟ ପ୍ରଦାନ କରିଥିଲେ। ତାଙ୍କର ଆଜ୍ଞାଧୀନ ଛାତ୍ର ଅବସର ପ୍ରାପ୍ତ ଅଧ୍ୟାପକ ଦୋଳଗୋବିନ୍ଦ ମହାନ୍ତ ପୁରୁଣା ସ୍ମୃତି କୁ ମନେ ପକାଇ ହୃଦୟର ଭକ୍ତି ପୂତ ଅର୍ଘ୍ୟ ଅର୍ପଣ କରିଥିଲେ। ଓଡ଼ିଆ ଭାଷା ର ଦ୍ୱିତୀୟ ଫକିର ମୋହନ ସେନାପତି ଥିଲେ ଗାଳ୍ପିକ, ଶିକ୍ଷାବିତ୍ ବସନ୍ତ ଶତପଥୀ । ପାନ୍ଧଡା ଗ୍ରାମ ରେ ଥିବା ତାଙ୍କ ପୁତୁରା ଦେବାଶିଷ ଶତପଥୀ ଓ ତାଙ୍କ ପରିବାର ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଓ ସ୍ମୃତି ଚ।ରଣ କରିଥିଲେ ।