*ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଥରେ ଦିବ୍ୟାଙ୍କ ଛାତ୍ର ଛାତ୍ରୀଙ୍କୁ ଦିବ୍ୟଙ୍କ ଉପକରଣ ବଣ୍ଟନ*।
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଥରେ ଦିବ୍ୟାଙ୍କ ଛାତ୍ର ଛାତ୍ରୀଙ୍କୁ ଦିବ୍ୟଙ୍କ ଉପକରଣ ବଣ୍ଟନ କରିଛନ୍ତି। ଏହି ଉପକରଣ ବଣ୍ଟନ ଉତ୍ସବ ରେ ସମସ୍ତ ଦିବ୍ୟାଙ୍ଗ ଛାତ୍ର ଛତ୍ରୀ ତାଙ୍କ ଅଭିଭାବକ ଙ୍କ ସହ ଯୋଗ ଦେଇ ତାଙ୍କ ଉପକରଣ ମାନେ ଗ୍ରହଣ କରିଛନ୍ତି। ୧୦ ଗୋଟି ପ୍ରକାର ଉପକରଣ ବଣ୍ଟନ କରିଥିବା ବେଳେ ତାଙ୍କ ଜୀବନରେ ଅନେକ ସହାୟକ ହେବା ସହ ଆବଶ୍ୟକ ଦିବ୍ୟଙ୍ଗ ଉପକରଣ ପାଇଁ ବେଶ୍ ଖୁସି ବ୍ୟକ୍ତ କରିଛନ୍ତି। ଖଡ଼ିଆଳ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୀତା ରାଣୀ ଯୋଶୀ, ନିଶ୍ଚିତ ରୂପେ ଦିଆ ଯାଇଥିବା ଦିବ୍ୟାଙ୍ଗ ଉପକରଣ ଅଭିଭାବକ କରୟ କରିବା ସମ୍ଭବ ହୋଇନଥିବା ବେଳେ ତାଙ୍କୁ ସହାୟତା ପ୍ରଦାନ ଜୀବନରେ ଅନେକ ସହାୟକ କରିବ। ଦିବ୍ୟାଙ୍ଗ ଉପକରଣ ବଣ୍ଟନ ଉତ୍ସବ ରେ ଖଡ଼ିଆଳ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୀତାରାଣୀ ଯୋଶୀ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲା ପରିଷଦ ସଭ୍ୟ ମାଲ୍ୟବନ୍ତ ସୁନା, ଖଡ଼ିଆଳ ବ୍ଲକ ଉପାଧ୍ୟକ୍ଷ ଗୌତମ ତାଣ୍ଡି, ବିଆସି ସି ପରେଶ କୁମାର ପଣ୍ଡା, ନୂଆପଡ଼ା ବିଆରଟି ଉପେନ୍ଦ୍ର ସାମଲ, ସୁଶ୍ରୀ ଅନନ୍ୟା ଓଝା,ପପୁ ସହା ପ୍ରମୁଖ ଉପସ୍ଥିତ ଥିଲେ।
