ଅବସରକାଳୀନ ସମ୍ବର୍ଦ୍ଧନା ସହା ,
କର୍ତବ୍ୟନିଷ୍ଠା ଓ ସମୟଜ୍ଞାନ ଶିକ୍ଷାର ଏକ ମୂଳମନ୍ତ୍ର:
ହରଭଙ୍ଗ।-
ହରଭଙ୍ଗ| କ୍ଲଷ୍ଟର ସ୍ତରୀୟ ଅବସର କାଳୀନ ସମ୍ବର୍ଦ୍ଧନା ସହା ଭେଜିଗୋର| ଉ. ପ୍ରା.ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି , ଏଥିରେ ଅବସର ନେଇଥିବା ଶିକ୍ଷକ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ସିଂହ ଯୋଗଦେଇଥିଲେ . ଅନ୍ୟ ଅଥିତିମାନକ ମଧ୍ୟରେ ଅତିରିକ୍ତ ଗୋସ୍ଥିଶିକ୍ୟଥଦ୍ଧିକ। ରୀ ଶ୍ରୀଯୁକ୍ତ କ। ର୍ତ୍ତିକେଶ୍ୱର ନାଏକ ଏବ° ଭୁବନେଶ୍ୱର ସେଠୀ ଯୋଗଦେଇ ଅବସର ନେଉଥିବା ଶିକ୍ଷକକ°ର କର୍ମମୟ ଜୀବନ ଉପରେ ଆଲୋକପୀତ କରିଥିଲେ ଏବ° ସୁସ୍ଥ ନିରାମୟ ଜୀବନ ଯାପନ ପାଇଁ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ . କ୍ଲଷ୍ଟର CRCC ପରେଶ ନାଏକ , ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପୁରଦନ ରଣ। ଓ କ୍ଲଷ୍ଟର ସ୍ତରୀୟ ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ ଅବସର ଶିକ୍ଷକ କୁଂ ମାନପତ୍ର , ଉପଢୌପନ ଦେଇ ସମ୍ମାନିତ କରିଥିଲେ . ଶିକ୍ଷୟତ୍ରୀ ସୁଜାତା ଦୀପ ଅବସରକାଳୀନ ଏକ ସୁନ୍ଦର ଗୀତ ଆବୃତ୍ତି କରିଥିଲେ . ଶେଷରେ ଶିକ୍ଷକ ସଞ୍ଜିତ କୁମାର ସାହୁ ଧନ୍ୟବାଦ ଅର୍ପଣ ପୂର୍ବକ ସଭାସାଗ° କରିଥିଲେ .
