*ନୂଆପଡ଼ା ଜିଲ୍ଲା ଖଡିଆଳ ପୋଲିସ ଦ୍ବାରା ଚଢାଉ କରି ବିପୁଳ ଫଟକା ଜବତ୍, ୧୭୦୦୦/- ମୂଲ୍ୟ ର ଫାଟକା ଥିବା ଅନୁମାନ*
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ଖଡିଆଳ ପୋଲିସ ଦ୍ବାରା ଚଢାଉ କରି ବିପୁଳ ଫଟକା ଜବତ୍, ୧୭୦୦୦/- ମୂଲ୍ୟ ର ଫାଟକା ଥିବା ଅନୁମାନ। ଏହି ସବୁ ବ୍ୟବସାୟ ପାଇଁ ସ୍ଵତନ୍ତ୍ର ଭାବରେ ପଞ୍ଜିକରଣ ଏବଂ ବିକ୍ରିର ସ୍ଵୀକୃତି ଆବଶ୍ୟକ ରହିଛି। ଅନେକ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଆବଶ୍ୟକ ଥାଏ। ସହର କିମ୍ବା ଟାଉନ୍ ମଝିରେ ଏହାର ବ୍ୟବସାୟ ବିପତ୍ତ ଥିବା କାରଣ ରୁ ଟାଉନ୍ ବାହାରେ ଏହାକୁ ବିକ୍ରି ପାଇଁ ବ୍ୟବସ୍ଥା ରହିଅଛି। ଅନ୍ୟ ଯେକୌଣସି ବ୍ୟବସାୟୀ ଏଭଳି କାର୍ଯ୍ୟ ନକରିବାକୁ ଅନୁରୋଧ କରିଛନ୍ତି।
