କୋଟପାଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ l
କୋଟପାଡ଼ :
ଆଜି କୋରାପୁଟ ଜିଲ୍ଲା ଅନ୍ତର୍ଗତ କୋଟପାଡ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଗୋଷ୍ଟି ଉନ୍ନୟନ ଅଧିକାରୀ ଶ୍ରୀମତି ସନ୍ଦ୍ୟା ରାଣୀ ସମରଥ ଙ୍କ ପ୍ରତ୍ୟକ୍ଷ ତ୍ଵତାବଧାନରେ କାର୍ଯ୍ୟଳୟ ସମ୍ମୁଖରେ ସଫେଇ କାର୍ଯ୍ୟ କରାଯାଇଥିଲା ଏହି କାର୍ଯ୍ୟ ରେ ୧୭ ଗୋଟି ପଞ୍ଚାୟତ ସମସ୍ତ ପଞ୍ଚୟତ ନିର୍ବାହୀ ଅଧକାରୀଙ୍କ ସହିତ ଉପାଧ୍ୟକ୍ଷ ଶ୍ରୀ ତପନ କୁମାର ପାଣିଗ୍ରାହୀ,ସରପଞ୍ଚ ଶ୍ରୀ ଦେବ ମାଝି ଓ ଜଗମୋହନ ମାଝି,ସମିତି ସଭ୍ୟ ଶ୍ରୀ ଗୁରୁନlଥ ହରିଜନ, ସହ ସହକାରୀ ଯନ୍ତ୍ରୀ ଶ୍ରୀ ସତ୍ୟ ନାରାୟଣ ସେଠୀ, ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରି ଶ୍ରୀ କେଦାର ନାଥ ଆତାକା, କମ୍ପ୍ୟୁଟର ପ୍ରୋଗ୍ରାମର ଶ୍ରୀ ଜନ ପ୍ରିୟ ରଥ, ଜଳ ବିଭାଗର କନିଷ୍ଠ ଯନ୍ତ୍ରୀ ଶ୍ରୀ ସମୟ ମାରାଣ୍ଡି,ବ୍ଲକ ସଂଯୋଜକ ଭାସ୍କର ପଟ୍ଟନାୟକ, ଏ ପିଓ ଶ୍ରୀ ଉମାକାନ୍ତ ବେହେରା ,ପଞ୍ଚାୟତ ସମିତିର ସମସ୍ତ ବିଭାଗର ସରକାରୀ କର୍ମଚାରୀ , ସ୍ୱେଚ୍ଛାସେବୀ ଓ ସଂୟ ସହାୟକ ଗୋଷ୍ଠୀ ର କର୍ମଚାରୀ ଯୋଗ ଦେଇ ସଫେଇ କାର୍ଯ୍ୟ କୁ ସମ୍ପୂର୍ଣ୍ଣ କରି ଥିଲେ l
