*ନୂଆପଡ଼ା ଜିଲ୍ଲା ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷ ରୁ ସବ କା ସାଥ ଏକ ଦିନ ଏକ ଘଣ୍ଟା ସ୍ବଚ୍ଛତା ଅଭିଯାନ ଅନୁଷ୍ଠିତ*
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷ ରୁ ସବ କା ସାଥ ଏକ ଦିନ ଏକ ଘଣ୍ଟା ସ୍ବଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଯାଇଅଛି। ସହରୀ ଆରୋଗ୍ୟ କେନ୍ଦ୍ର ପରିସର ମଧ୍ୟ ରେ ସଫେଇ ଅନୁଷ୍ଠିତ ହୋଇଥିବା ବେଳେ ସ୍ୱଚ୍ଛ ସାଥିଙ୍କ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ହୋଇଅଛି। ସମସ୍ତେ ନିଜ ଅଞ୍ଚଳ, ନିଜ ପରିବେଶ ପାଇଁ ଏକ ଘଣ୍ଟା ଶ୍ରମ ଦାନ କରି କରିଛନ୍ତି। ଏହି କାର୍ଯ୍ୟକ୍ରମ ରେ ନିର୍ବାହୀ ଅଧିକାରୀ ସ୍ବାଧୀନ କେତନ ମହାରଣା, ସମସ୍ତ ୱାର୍ଡ ସଭ୍ୟ ସଭ୍ୟା, ଏନ୍ ଏ ସି କର୍ମକର୍ତ୍ତାମାନେ ଯୋଗ ଦେଇ ସଫେଇ କରିଛନ୍ତି।
