
ଗଞ୍ଜାମ…..ଏହି ଜିଲ୍ଲା ରଙ୍ଗେଈଲୁଣ୍ଡା ବ୍ଲକ ସତ୍ୟନାରାୟଣ ପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ ଉଛବ ମହା ସମାରହ ରେ ପାଳିତ ହୋଇଯାଇଛି, l ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଦେବେନ୍ଦ୍ର ବେହେରା , ରଙ୍ଗେଈଲୁଣ୍ଡା ବ୍ଲକ ଗୋଷ୍ଠୀ ଶିକ୍ଷାଧିକlରି ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ସଞ୍ଜିତ କୁମାର ସାହୁ ,ଅଧକ୍ଷ ଶିକ୍ଷା ବିଭାଗ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ବିଶିଷ୍ଠ ଅତିଥି ଶ୍ରୀମତୀ ସବିତା ସାହୁ, ନାରାୟଣ ପୁର ସରପଞ୍ଚ, ସମ୍ମାନିତ ଅତିଥି, ଶ୍ରୀଯୁକ୍ତ ଅଶୋକ କୁମାର ପlଢି, ଅବସର ପ୍ରାପ୍ତ ଶିକ୍ଷକ ବ୍ରହ୍ମପୁର, ସଂମାନନୀୟ ଅତିଥି ଶ୍ରୀଯୁକ୍ତ ବିଜୟୀ କୁମାର ନାୟକ, ସି.ଆର.ସି କରlପଲ୍ଲୀ କ୍ଲଷ୍ଟର, ସଂମାନନୀୟ ଅତିଥି ଶ୍ରୀମତୀ ଜୟଶ୍ରୀ ମହାରଣା,ଅଧ୍ୟକ୍ଷ ବିଦ୍ୟାଳୟ କମିଟି ପରିଚାଳନା କମିଟି, ମଞ୍ଚାସିନ୍ନ ହୋଇ ନିଜ ନିଜ ବ୍ୟକରୁତ ପ୍ରଦାନ କରି ଥିଲେ l ଏହି ଉତ୍ସବ ରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମଳୟ କୁମାର ମହାପାତ୍ର ସତ୍ୟନାରାୟଣ ପୁର ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ, ଶ୍ରୀଯୁକ୍ତ ବିଷ୍ଣୁ ପ୍ରସାଦ , ମଞ୍ଚ ପରିଚାଳନା କରିଥିଲେ, l ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଓ କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ମାନପତ୍ର ପୁରସ୍କୃତ କରା ଯାଇଥିଲା, l ଏହି ଉତ୍ସବଟିକୁ ଖେଳ ଶିକ୍ଷକ ଶ୍ରୀଯୁକ୍ତ ଟୁକୁ ସେଠି ସାର ଙ୍କ ଦ୍ଵାରା ପରିଚାଳିତ ହୋଇଥିବା ବେଳେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ପୂର୍ଣ୍ଣ ସହଯୋଗ କରିଥିଲେ, l ଶିକ୍ଷୟତ୍ରୀ କୁମlରି ଅରୁଣା ଭଟ ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରି ଥିଲେ l ରଙ୍ଗେଈଲୁଣ୍ଡା ରୁ ସନ୍ଦେଶ କୁମାର ସାହୁ ଙ୍କ ରିପୋର୍ଟ ଭଂଜଦୂତ ନିୟୁଜ