
ଜଳେଶ୍ୱର, ବ୍ଲକ ଅନ୍ତର୍ଗତ ଚାଫଲା ଗ୍ରାମ ଅଧକ୍ଷ ବିଜୟ କୁମାର ବଗ ସମ୍ପାଦକ ଜଗବନ୍ଧୁ କାମୁଲିଆ ଙ୍କ ସହଯୋଗ ରେ ବିଶ୍ୱକର୍ମା ପୂଜା ଉପଲକ୍ଷେ ଏକ ବିରାଟ ରକ୍ତ ଦାନ ଶିବିର ଅନୁଷ୍ଠିତ କରାଯାଇଥିଲା ମୁଖ୍ୟ ଅତିଥି ବିଧାୟକ ଅଶ୍ୱନୀ କୁମାର ପାତ୍ର ଉଦଘାଟନ କରିଥିଲେ ପ୍ରାୟ 60 ଜଣ ରକ୍ତ ଦାନ କରିଥିଲେ ଏହି ଶିବିରରେ
