20 ,9,26 ଜଳେଶ୍ୱର, ଚାଫଲା ଗ୍ରାମ ର ପ୍ରତିଷ୍ଠାତା ନରହରି ଭୂୟାଁ ଶ୍ରୀ ଜଗନ୍ନାଥ ମଣ୍ଡଳୀ ଚାଫଲା , ସହଯୋଗରେ ସପ୍ତାହ ଧାରି 20,9,26, ଠାରୁ 26,9,26, ପର୍ଯ୍ୟନ୍ତ ଭାଗବତ ପରାୟଣ ହେବ ମନ୍ଦିର ର ନିକଟରେ ବହୁ ଆଧ୍ୟାତ୍ମିକ ଗୁରୁ ଶିଷ୍ୟ ଭକ୍ତ ଯୋଗଦାନ କରୁଛନ୍ତି ଏକ ଭକ୍ତି ମୟ ପରିବେଶ ରାଇବଣିଆ ଅଞ୍ଚଳରେ ବଡ଼ଧରଣର ପ୍ରଭାବ ପକାଇବ ଯାହାକି ଭଗବାନଙ୍କ କୃପା ଦୃଷ୍ଟି ପଡିବ
