ବଡ଼ସାହି ବ୍ଲକ ଛେଳିଆ (କ )ଗ୍ରାମପଞ୍ଚାୟତ ରେ ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କ ଜନ୍ମ ଦିନ ଅବସରରେ ମାଙ୍କ ନାମରେ ଗୋଛୋଟିଏ ଓ ସ୍ୱଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହଇ ଯାଇଛି l ସରପଞ୍ଚ ପ୍ରିୟଲତା ସିଂ, ସମିତି ସଭ୍ୟ ମେମ୍ବର ସୁଶାନ୍ତ କୁମାର ଦାସ, ଓ ଗ୍ରାମବାସୀ ଙ୍କ ସହଯୋଗରେ ପଞ୍ଚାୟତ ର ରାସ୍ତା ପାର୍ଶ୍ଵରେ ଅନେକ ଗଛ ଲଗାଇବା ସହିତ ଗାଁ ରାସ୍ତା କୁ ସଫେଇ କରାଇ ଏକ ସ୍ଵଛ ପଞ୍ଚାୟତ ଗୋଠନ କରିବାରେ ବାର୍ତ୍ତା ଦେଇ ପାରିଛନ୍ତି l ସରପଞ୍ଚ ଙ୍କ ଏଭଳି କାର୍ଯ୍ୟକୁ ସମସ୍ତେ ସ୍ୱାଗତ କରିଛନ୍ତି l
ବାରିପଦା, ବଡ଼ସାହିରୁ
ମଧୁ ସୂଦନ ପଣ୍ଡା (ଭଞ୍ଜଦୂତ ଖବର )
