ଭୀମଦା vlw ହରିଶ ଚନ୍ଦ୍ର ପାଇଁ ଚର୍ଚ୍ଚା ରେ ବଡ଼ସାହି ବ୍ଲକ
ଭୀମଦା ପଞ୍ଚାୟତ ର VLW ହରିଶ୍ ଚଦ୍ର ମହାନ୍ତ ଙ୍କର କାର୍ଯ୍ୟ ଆଉ ଦକ୍ଷତା କୁ ନେଇ ଏବେ ବିଭିନ୍ନ ସ୍ଥାନ ରେ ଚର୍ଚ୍ଚା ଚାଲିଛି
ଆଉ କୋରାନା ଭାଇରସ ପରି କଥା ବଡ଼ସାହି ବ୍ଲକ ଅଧିନ 30 ଟି ପଚାୟତ ର VLW ଆଉ ସରପଞ୍ଚ ଓ ବୁଦ୍ଧିଜୀବୀ ମହାଲରେ ଟୁପୁରୁ ଟାପୁରୁ ହେବାରୁ ଲାଗିଲାନି
ତା ଛାଡ ଭୀମଦା ଗ୍ରାମର ରାଜନେତା ଆଉ କିଛି ସମାଜ ସେବୀ ତତସହିତ ବୁଦ୍ଧିଜୀବୀଙ୍କ ସହିତ ମହାନ୍ତ VLW ଙ୍କ ବିଷୟରେ କିଛି ଜାଣିବା ପାଇଁ ଯୋଗାଯୋଗ କରିବାରୁ ଅଧିକାଂଶ କହୁଛନ୍ତୁ ଆରେ
ହାତୀ ର ଦୁଇଟି ଦାନ୍ତ ଗୋଟିଏ ସେ ବାହାରକୁ ଦେଖାଏ କିନ୍ତୁ ଭିତରେ ଦାନ୍ତ ରେ ସେ ଖାଏ
ତାଙ୍କ କଥା ରେ ଯାହା ଜଣାପଡୁ ଅଛି ସତରେ କଣ Vlw ହରିଶ ବାବୁ ଙ୍କ ରୂପ ଏହି ପରି କି???
ହଁ ସେୟା ବି ହେଇପାରେ ବାବୁଙ୍କର ବାହାରେ ଗୋଟିଏ ରୂପ ଆଉ ଭିତରେ ଜଳାମୀଖୀ ପରି ଉଗ୍ର
ଆଉ ଦେଖିଲେ ଜଣାପଡେ ଶାନ୍ତ ସିଷ୍ଟ ଯେପରି ମାଛି କୁ ମର ବୋଲି କହୁନ ଥିବ ଏ ଲୋକ ଆଉ ହାତୀର ଆଗ ଦାନ୍ତ ପରି ପୁରା ଚିକଣ ଆଉ ଦେହ ଭିତ ରକୁ ଯଦି ଶକ୍ତି ପ୍ରବେଶ କଲା ତା ହେଲେ ହାତୀର ଭିତର ଦାନ୍ତ ପରି କାର୍ଯ୍ୟ କରିଥାଏ
ଅଜ୍ଞ ଏ ଲେଖା ରୁ ବାବୁ vlw ଠିକ ବୁଝି ପାରୁଥିବେ
କଣ ମୋ ଭିତର କୁ ଶକ୍ତି ପ୍ରବେଶ ଲେଖା ଯାଇଛି
Vlw ବାବୁ ଟିକେ ନଜର ଦେବେ ସତ୍ୟ ଆଉ ପ୍ରମାଣ କୁ ଆଧାର କରି ଚାଲିଥିବା ମିଡ଼ିଆ ହେଉଅଛି ପଶୁ ମାନଙ୍କ ଦେହରେ ଲାଗିଯାଇଥିବା ଟୀଙ୍କ ସଦୃଶ……
କେତେବେଳେ ଭୀମଦା ପଞ୍ଚଯାତ ରେ କେତେ କାର୍ଯ୍ୟ କରିଛନ୍ତି ଆଉ କାହା ଠାରୁ କେତେ ନେଇ ପକେଟ ଗରମ କରିଛନ୍ତି ତାହା…….
ଆଉ ସରକାର ଦେଉଛନ୍ତି ଘର ଭଡା କିନ୍ତୁ କେଉଁଠି ରହୁଛନ୍ତି ଗ୍ରାମବାସୀ ଠିକ ଜାଣିଛନ୍ତି
ଆଉ ଯେବେ ଆସନ୍ତି ପଞ୍ଚଯାତ ସେ ଦିନ ଗାଡ଼ିରେ 2ଲିଟର ରୁ ଅଧିକ ପେଟ୍ରୋଲ ଖର୍ଚ୍ଚ ହୁଏ
ହଁ ଆମକୁ ବି ଜଣା ଏ ତେଲ ଟଙ୍କା କେଉଁଠି ଆସୁଛି
କଣ ଦରମା ରୁ ଖର୍ଚ୍ଚ କରୁଛନ୍ତି ଆଉ କଣ ନା ଡାଳ ମେ କୁଛୁ କଲା ହେ vlw ବାବୁ
ମୟୁରଭଞ୍ଜ ଜିଲ୍ଲା ର ବଡ଼ସାହି ବ୍ଲକ କୁ ଯେଉଁ ସରକାରୀ କର୍ମଚାରୀ ଆସନ୍ତି
ଯିବା ପାଇଁ ପ୍ରୟ ଆଗ ଭର ହୁଅନ୍ତି ନାହିଁ ଆଉ ଯଦି ଯାନ୍ତି ଟିକେ କଷ୍ଟ ହୁଏ ଠିକ ସେହିପରି ବ୍ଲକ ଅଧୀନ ଯେତେ ପଞ୍ଚଯାତ ଅଛି ଭୀମଦା ପଂଚାୟତ କୁ vlw କେହି ଆସିଲେ ଯିବା କୁ ଇଚ୍ଛା କରନ୍ତି ନାହିଁ ଆଉ ଯଦି ଯାଆନ୍ତି କିଛି ଗୋଟିଏ ଛାପ ହେଇ ଯାଆନ୍ତି କାରଣ ଏଠି କାର ଠିକାଦାରମାନଙ୍କ ସହିତ ଖୁବ ଶୀଘ୍ର ଗୋଟିଏ ଚୁମ୍ବକ ଲୁହା ସମ୍ପର୍କ ତିଆରି ହେଇଯାଏ
ଆଉ ଆମ vlw ବାବୁ ଯେତେ ତେଲ ପୋଡିଲେ ବି ତାଙ୍କ ଦରମା ଟଙ୍କା ତେଲ ରେ ଖର୍ଚ୍ଚ ହୁଏ ନାହିଁ କେବଳ ଚୁମ୍ବକ ଲୁହା ସମ୍ପର୍କ ପାଇଁ
ଠିକ ଅଛି ଆଗକୁ ଦେଖିବା ଆଉ ପୁଣି ଫର୍ଦା ଫାସ କରିବା ପ୍ରଣାମ ସହିତ କେତେ କାମ vlw ବାବୁ ଙ୍କ ଜ୍ଞାତ ରେ ହେଇଅଛି ଆଉ କେତେ ଅଜ୍ଞାତ ରେ ହେଇଅଛି ତାହା ଜାଣିବାକୁ ବାକି ରହିଲା
ବଡ଼ସାହି ରୁ ଅଜିତ ଙ୍କ ରିପୋର୍ଟ ଭଞ୍ଜଦୂତ ଖବର
