ବେପାରୁଆ ଗାଡି ଚାଳଣl ଯୋଗୁଁ ଦିନଦୁଃଖୀ ଙ୍କ ମୃତ୍ୟୁ ହୋଇଛି
ଦାରିଙ୍ଗବାଡି/ (ନିପ୍ର)
, ନାମ ଶ୍ରୀ ବଣ୍ଡାସା ମାଝୀ ବୟସ 60 ବର୍ଷ ଙ୍କ ମୃତ୍ୟୁ ଏବଂ ଶ୍ରୀମତୀ ବଣ୍ଡା ବୁଡି ମାଝୀ ବୟସ 54 ବର୍ଷ ସ୍ୱାମୀ -ପେଟା ମାଝୀ,ଧର୍ମ ସାହି ଗ୍ରାମ/ପୋଷ୍ଟ/ଥାନା-ବାମୁଣୀଗାଁ ବ୍ଲକ -ଦାରିଙ୍ଗବାଡି,ଜିଲ୍ଲା -କନ୍ଧମାଳ ଙ୍କ ଗୁରୁତର ଆହାତ ହୋଇଛି, କାରଣ ପୁରୁଷ ମୃତ୍ୟୁ ବ୍ୟକ୍ତି ଓ ଆହତ ମହିଳା ବ୍ୟକ୍ତି ପରିବାର ପ୍ରତି ପୋଷଣ, ଜୀବନ ଜୀବିକା ନିର୍ବାହ କରିବା ପାଇଁ ଏକ ଛୋଟ ଦୋକାନ କରିଥିଲେ ପ୍ରତି ଦିନ ସକାଳୁ ଆସି ସେଇ ଦୋକାନ ଖୁଲୀ ବ୍ୟବସାୟ କରୁଥିଲେ ଠିକ ଆଜି ମଧ୍ୟ ସକାଳୁ 6 :30 ସମୟ ରେ ଆସି ଦୋକାନ ଖୋଲିକି ବସିଥିଲେ ସେଇ ମୁହୂର୍ତ୍ତ ରେ ଯାତ୍ରୀ ବାହନ ବସ୍, Rayagada ଜିଲ୍ଲା ଚନ୍ଦ୍ରପୁର ବ୍ଲକ /ଗ୍ରାମ ରୁ ଆସି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବାମୁଣୀଗାଁ ଗ୍ରାମ ଦେଇ ଗଞ୍ଜାମ ଜିଲ୍ଲା berhampur ଅଭିମୁଖେ ଯାତାୟାତ କରୁଥିଲା ସେଇ ସମୟରେ ଡ୍ରାଇଭର ଙ୍କ ବେପରୁଆ ଗାଡି ଚାଲାଣ ଯୋଗୁଁ ଏହି ଦୁର୍ଘଟଣା ଘଟିଛି ତେଣୁ ଲୋକ ଉତେଜନା ହୋଇ ଜନଆନ୍ଦୋଳନ ସହ ଜନତା ଙ୍କ ଓ ପରିବାର ଙ୍କ ପକ୍ଷରୁ କିଛି demand ଅଛି ଯଥା ମୃତ୍ୟୁ ବ୍ୟକ୍ତି ଙ୍କ ପରିବାର ଙ୍କ ବରଣ ପୋଷଣ ପାଇଁ ସହାୟତା ଓ ଗୁରୁତର ଆହତ ହୋଇଥିବା ମହିଳା ଙ୍କ ସଠିକ medical treatment ପାଇଁ ସହାୟତା ନିମନ୍ତେ ଅଭିଯୋଗ ହେଉଛି, କିନ୍ତୁ ଦୁର୍ଘଟଣା ସ୍ଥାନ ରେ କୌଣସି ସରକାର ଅଫିସର ଙ୍କ ଯଥା ଜିଲ୍ଲା ପାଳଙ୍କ ଦେଖା ନାହିଁ
