ନୂଆପଡା (ମିଖାଏଲ ନନ୍ଦ) : ନୂଆପଡ଼ା ଜିଲ୍ଲା ଆନ୍ତର୍ଗତ ଖଡିଆଳ ସମବାୟ ସମିତି ପକ୍ଷ ରୁ ୟୁରିଆ ରାସାୟନିକ ସାର ଯୋଗାଣ ପାଇ ଆହ୍ବାନ କରିଛନ୍ତି। ଜମି ପଟ୍ଟା ଏବଂ ଆଧାର କାର୍ଡ ଜେରେକ୍ସ କପି ନେଇ ଚାଷୀ ଉପସ୍ଥିତ ପାଇଁ ଅନୁରୋଧ କରିଛନ୍ତି। ଚାଷୀ ବିନା ଅନ୍ୟ କୌଣସି ବ୍ୟକ୍ତି ଲାଇନ ରେ ଧାଡ଼ି ବାନ୍ଧି ଛିଡା ଉଠି ନିଜ ଜମିରେ ରାସାୟନିକ ସାର୍ ନେଇ ପାରିବେ। ଖଡିଆଳ ସମବାୟ ସମିତି ରେ ଖଡିଆଳ ଏନ୍ ଏ ସି ସହ ପାଞ୍ଚ ଗୋଟି ପଞ୍ଚାୟତ ଗଡରାମୁଣ୍ଡା, ମଣ୍ଡୋସିଲ, ନେହେନା, ବଡ ଦୋହେଲ, ବିରିଘାଟ, ପଞ୍ଚାୟତ ବାସୀ ଆସି ସାର ନେଇ ପାରିବେ।
