ଆର୍ଥିକ ସାକ୍ଷରତା ସଚେତନତା ଶିବିର
ନିପ୍ର ( ସେଟ ନାରାୟଣ )ତା ୨୨/୧୧/୨୦୨୬-ଓଡିଶା ର ବିଭିନ୍ନ ଜିଲ୍ଲା ସ୍ତରରେ ଲୋକଙ୍କୁ ଆର୍ଥିକ ସ୍ଵାକ୍ଷରତା, ସଚେତନତା ଗ୍ରାମ,ଠାରୁ ସହର ପର୍ଯ୍ୟନ୍ତ (ଧାନ ଫାଉଣ୍ଡେସନ )ମାଧ୍ୟମରେ ଚାଲିଆସୁଥିବା ବେଳେ ବଲାଙ୍ଗୀର ଜିଲ୍ଲା ତୁରକେଲା (cfl) ସର୍କଲ ଅଧୀନରେ ଖପ୍ରାଖୋଲ, ବେଲପଡା, ତୁରକେଲା ବ୍ଲକ ରେ ଗ୍ରାମ ଠୁ ସହର ମାନଙ୍କରେ ଆର୍ଥିକ ସଚେତନତା ସଭା ସାଙ୍ଗେ -ସାଙ୍ଗେ ଜନ ସୁରକ୍ଷା ଶିବିର ହୋଈ ଆସୁଅଛି. ଯାହା ବ୍ୟଙ୍କିଙ୍ଗ ବ୍ୟବସ୍ଥାର ସଂଚୟ(,seving) ଡେଣାଲେନ (investment), ବୀମା( insurens) ଏବଂ ପେନଶନ (penssion ) ବ୍ୟବସ୍ଥା ସାଙ୍ଗେ -ସାଙ୍ଗେ ସରକାରଙ୍କ ଆର୍ଥିକସୁଧାର, ପରିବାର ର ଆର୍ଥିକ ବିକାଶ ର ଚିନ୍ତାଧାରା ଲକ୍ଷ୍ୟ ଉଦ୍ୟେଶ୍ୟ କୁ ଆଗେଇ ନେବାକୁ ପି ଏମ ଏସ ବି ୱାଇ, ପି ଏମ ଜେ ଜେ ବି ୱାଇ, ଶୁକନ୍ୟା, ଏ ପି ୱାଇ,ଓ ଗୋଷ୍ଟି ଗତ ଲକ୍ଷପତି ଯୋଜନା ର ଆଶା ଓ ସ୍ବପ୍ନ ସାକାର କରିବାର ଅସପୂରଣର ଲକ୍ଷ୍ୟ, ବ୍ୟଙ୍କିଙ୍ଗ ବ୍ୟବସ୍ଥା ର ସରଲିକରଣ ସୁଧାର ଆଣିବା ସଙ୍ଗେ -କେ -ୱାଇ -ସି, ରି କେ ୱାଇ ସି, ସି କେ ୱାଇ ସି ଅପଡେଟ ର ସୁଧାର ସଙ୍ଗେ ବ୍ୟଙ୍କିଙ୍ଗ ସେବା, ସ୍ୟାବର ଠକେଇ, ରକେଇ, ଡିଜିଟାଲ ଫର୍ଡ୍ସ, ସ୍ୟାବର ସୁରକ୍ଷା ର(୧୯୩୦) ର ମୋବାଇଲ ର ବ୍ୟବହାର ଉପରେ ଲୋକଙ୍କୁ ସଚେତନତା କରାଯାଉଛି.ଯେଉଁଥିରେ ଧନ ଫାଉଣ୍ଡେସନ ର କର୍ମକର୍ତା ମାନଙ୍କ ଉପସ୍ଥିତି ସହ ଭାରତୀୟ ରିଜର୍ବ ବ୍ୟାଙ୍କ ସଂସ୍ଥା ଦ୍ୱାରା ନିୟନ୍ତ୍ରିତ ସଂସ୍ଥା, ଅନୁବନ୍ଦିତ ବିଭିନ୍ନ ଆର୍ଥିକ ବ୍ୟଙ୍କିଙ୍ଗ ସେକ୍ଟର ରେ କାର୍ଯ୍ୟ କରି ଆସୁଥିବା ବ୍ୟାଙ୍କ ମାନଙ୍କର କର୍ମଚାରୀ ଙ୍କ ଉପସ୍ଥିତିରେ, ମହିଳା, ପୁରୁଷ, କିଶୋର, କିଶୋରୀ, ଚାଷୀ, ବ୍ୟବସାୟୀ, ଓ ଶିକ୍ଷା ବିଭାଗ ମାନଙ୍କ ରେ ସ୍ଵାକ୍ଷର ଶିବିର କରାଯାଇ ସଚେତନ କରାଯାଉଛି. ସରକାରଙ୍କ ବିଭିନ୍ନ ଯୋଜନା ପି ଏମ ଜେ ଏ ୱାଇ, ପି ଏମ ଏଫ ବି ୱାଇ,ପି ପି ଏଫ ଆକାଉଣ୍ଟ ର ବ୍ୟବାହାର ଉପରେ ସଚେତନତା କରାଯାଇଛି. ଯାହା ପ୍ରତ୍ୟେକ ପରିବାର ର ଆର୍ଥିକ ସ୍ତିତିର ସୁଧାର ହେବା ସାଙ୍ଗେ -ସାଙ୍ଗେ ସାଇବର ଠକେଇ ର ମୁକ୍ତି ପାଇବାର ଲଖ୍ୟ, ଉଦେଶ୍ୟ ଓ ନିଜ -ନିଜ ର ଅଭିମୁଖ୍ୟ, ଲକ୍ଷ୍ୟ ପୂରଣ ହେବା ପାଇଁ ବ୍ୟଠକ ମାଧ୍ୟ୍ୟମରେ ସଚେତନ ଜାଗ୍ରତ କରାଯାଉଛି.
