
ଗତ୍ କାଲି ଫକିର ମୋହନ ୟୁନିଭର୍ସିଟିର ସହକାରୀ ପ୍ରଫେସରଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ ହେଇଅଛି
ବାଲେଶ୍ୱର ଜିଲ୍ଲା ରେମୁଣା ନିକଟସ୍ତ ନୂଆପଢ଼ି ରେ ଫକିର ମୋହନ ୟୁନିଭର୍ସିଟିର ସହକାରୀ ପ୍ରଫେସରଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ । ଘରେ କେହି ନ ଥିବାର ସୁଜଗ ରେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ହେଇଛି ରେମୁଣା ଥାନାରେ ଯୁବକ କୁ ଅଟକ ରଖିଛି ପୋଲିସ୍
ପ୍ରଫେସର ଘରେ ନ ଥିବା ସମୟରେ ଗ୍ୟାସ ମରାମତି କୁ ଆଧାର କରି ଯୁବକ ଜନ ଙ୍କ ଘରେକୁ ଯାଇଥିଲା ଦୁଷ୍କର୍ମ ଉଦ୍ୟମ ସମୟ ରେ ମହିଳା ଜନକ ଚିତ୍କାର କରିବାରୁ ପାଖରେ ଥିବା ସିକ୍ୟୁରିଟୀ ଯୁବକ ଙ୍କୁ କାବୁ କରି ରେମୁଣା ପୋଲିସ ଙ୍କୁ ହସ୍ତାନ୍ତର କରିଥିଲେ ଯୁବକଙ୍କ ଘର ନୀଳଗିରି ବୋଲି ଜଣାପଡିଛି