ଯାଜପୁର (ସରୋଜ କୁମାର ଧଳ) : ଶୁକ୍ରବାର ଦିନ ସଂଧ୍ୟା ୭ ଘଟିକା ଠାରେ କୋରାଇ ପ୍ରଖଣ୍ଡ ଅନ୍ତ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ରାଷ୍ଟ୍ରୀୟ ବଜରଙ୍ଗ ଦଳ ତରଫରୁ କୋରାଇ ବଜାର ଶ୍ରୀ ଶ୍ରୀ ଅନନ୍ତ ପୁରୁଷୋତ୍ତମ ଯିୟୁ ଠାକୁର୍ ବାଡି ପ୍ରାଙ୍ଗଣରେ ସୌମ୍ୟାଶ୍ରୀ ବିଶୀଙ୍କ ଅମର ଆତ୍ମାର ସଦ୍ଧଗତି ନିମନ୍ତେ ଏକ ସୋକସଭାର ଆୟାଜନ କରାଯାଇଥିଲା, ଏହି ସଭାରେ ସୌମ୍ୟାଶ୍ରୀ ଭଊଣି ଅମର ରହେ, ଛାତ୍ର କଂଗେସ ମୂର୍ଦାବାଦ୍, ଅଧ୍ୟାପକ ସମୀର ସାହୁ ଛି ଛି,fm clg Hod ମୂର୍ଦାବାଦର ସ୍ଲୋଗାନ ଦିଆଯାଇଥିଲା, ସଭାଟିର ଦୃଢ଼ ନେତୃତ୍ୱ ଓଜ୍ୟେସିନି ଭଊଣି ଉଷାରାଣୀ ନାଥ ନେଇ ବେଳେ ଜିଲ୍ଲା ଓଜ୍ୟେଶିନି ସଂଯୋଜିକା ଅର୍ପିତା ମଲ୍ଲିକ, ସହ ସଂଜୋଜିକା ରୂପା ମଲ୍ଲିକ,ସନ୍ଧ୍ୟାରାଣି, ସରୋଜିନୀ, ସସ୍ମିତା, ସୀମା, ଶୁଭଦ୍ରା, ଲକ୍ଷ୍ମୀପ୍ରିୟା ସାଆନ୍ତାରା ଉପସ୍ଥିତ ଥିବା ବେଳେ କୋରାଇ ପ୍ରଖଣ୍ଡ ରାଷ୍ଟ୍ରୀୟ ବଜରଙ୍ଗ ଶହ ସଂଜୋଜୋକ ପ୍ରକାଶ ସାହୁ, ଆଖଡ଼ା ପ୍ରମୁଖ ମାଧବ ଭୋଇ, ସୁରକ୍ଷା ପ୍ରମୁଖ ପ୍ରଦିପ ଶାଆନ୍ତାରା, ଗୋ ରକ୍ଷା ପ୍ରମୁଖ ଅନିଲ ଦାସ୍, ସତସଙ୍ଗ ପ୍ରମୁଖ ସିରାଜ୍ ମିଶ୍ର, ବ୍ୟବସ୍ଥା ପ୍ରମୁଖ ରଞ୍ଜନ ଖିଲାର, ସୁଚନା ସମ୍ପ୍ରକ୍ ପ୍ରମୁଖ ସପନ ମଲ୍ଲିକ, ସରୋଜ ସାହୁ, ଅଙ୍କିତ ନାଥ, ପ୍ରଭାତ ଧିର, ରମେଶ ପାଲଟା, ସୁନିଲ ନାଥ, ଅମର ନାଥ, ସତ୍ୟଜିତ ସାହୁ, ବିଶ୍ଵନାଥ ମହାରଣା ଉପସ୍ଥିତ ଥିବା ବେଳେ ଶେଷରେ ଶୁଭମ୍ ସ୍ବାସତ୍ ଦାସ୍ ଧନ୍ୟବାଦ୍ ଦେଇ ସଭା ସାଙ୍ଗ କରିଥିଲେ।
