*ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ମଡେଲ ଡିଗ୍ରୀ କଲେଜ ରେ ଛାତ୍ର ସଂସଦ ନିର୍ବାଚନ ନେଇ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର। ଜଣେ ମଧ୍ୟ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରି ନାହାନ୍ତି, ନିର୍ବାଚନ ମଇଦାନ ରେ ୭ ଜଣ ପ୍ରାର୍ଥୀ*।
ନୂଆପଡା(ମିଖାଏଲ ନନ୍ଦ)
ତା୧୦.୧୦.
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ମଡେଲ ଡିଗ୍ରୀ କଲେଜ ରେ ଛାତ୍ର ସଂସଦ ନିର୍ବାଚନ ନେଇ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର। ଜଣେ ମଧ୍ୟ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରି ନାହାନ୍ତି, ନିର୍ବାଚନ ମଇଦା ରେ ୭ ଜଣ ପ୍ରାର୍ଥୀ ରହିଛନ୍ତି। ତିନି ଜଣ ସଭାପତି ପଦ ପାଇ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ସଭାପତି ରୂପେ ଲିପିକା ପୋଡ଼, ମହେଶ୍ୱର ବାଗ ଏବଂ ସିଫା ବେଗମ ପ୍ରତିଦ୍ୱନ୍ଦିତା କରୁଛନ୍ତି। ସେହିପରି ୨ ଜଣ ଉପ ସଭାପତି ଜୁଲି ଭୋଇ ଓ ରଞ୍ଜିତା ମାଝୀ , ପ୍ରାର୍ଥୀତ୍ବ କାଏମ ରହିଅଛି।ସାଧାରଣ ସମ୍ପାଦକ ରୂପେ ଗଜିନ୍ଦ୍ର କୁମାର ଗହୀର ଏବଂ ମନୋରଞ୍ଜନ ବିଶ୍ୱାଳ ନିର୍ବାଚନ ମଇଦାନକୁ ରେ ଓହ୍ଲାଇଛନ୍ତି।ଅନ୍ୟ ପଦବୀ ଗୁଡ଼ିକ ନିର୍ଦ୍ୱନ୍ଦରେ ରେ ବିଜୟୀ ହୋଇଛନ୍ତି।
