ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶlତ୍ରୀ ଜୟନ୍ତୀ ପାଳିତ l
ଆଜି କୋରାପୁଟ ଜିଲ୍ଲା ପ୍ରଶାସନ ତରଫରୁ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଲାଲ ବହାଦୁର ଶlତ୍ରୀ ଜୟନ୍ତୀ ପାଳନ କରିଛି l ପ୍ରଥମେ ଲାଲ ବହାଦୁର ଶlତ୍ରୀ ଙ୍କ ର ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ପରେ ଗାନ୍ଧୀ ପାର୍କ ରେ ଉଭୟ ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ରେ କୋରାପୁଟ ବିଧାୟକ ରଘୁରାମ ମାଛ କୋରାପୁଟ ଜିଲ୍ଲା ପାଳ ମନୋଜ ସତ୍ୟବାନ ମହାଜନ ସଂସଦ ପ୍ରତିନିଧି ମନୋଜ ଅlର୍ଚଯ୍ୟ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲକା ସମେତ ସମସ୍ତ ଜନ ପ୍ରତିନିଧି ମlନଗଣ୍ୟବ୍ୟକ୍ତି ମାନେ ପୁଷ୍ପ ମାଲ୍ୟ ଅର୍ପଣ କରିବା ପରେ ସର୍ବଧର୍ମ ସଭା ଅନୁଷ୍ଠିତ ହୋଇଥିଲା l ଓ ପରେ ଗାନ୍ଧୀ ଶlତ୍ରୀ ଙ୍କ ସ୍ମୃତି ଚlରଣ କରିବା ପରେ ଏ ଉପଲକ୍ଷେ କରାଯାଇଥିବା ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ଙ୍କୁ ନିମନ୍ତ୍ରିତ ଅତିଥି ମାନେ ପୁରସ୍କୃତ କରିଥିଲେ ଏହି କାଯ୍ୟକ୍ରମ ରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାଯ୍ୟଳୟ ର ସମସ୍ତ ଅଧିକାରୀ ପରିଚାଳନା କରିଥିଲେ l ସେହିପରି ଆଜି ସକାଳେ ରାମ ଧୁମ ଧ୍ଵନୀ ରେ ସାରା ସହର ପ୍ରକମ୍ଫିତ ହୋଇଥିଲା l. କୋରାପୁଟରୂ ଜିଲ୍ଲା ପ୍ରତନିଧି ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୂତ ଖବର
