ଝୁଲା ସଜାଅ ପ୍ରତିଯୋଗିତାରେ .
(ଲାୟନ୍ ଡା. ରମେଶ ଅଗ୍ରୱାଲ୍, MJF:ନି:ପ୍ର)
ଅଗ୍ରସେନ ଜୟନ୍ତୀ ଅବସରରେ ଆୟୋଜିତ ଝୁଲା ସଜାଅ ପ୍ରତିଯୋଗିତାରେ ଦିବ୍ୟା ଅଗ୍ରୱାଲ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସୌଦାମିନୀ ଗୋଏଲ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି।
ପ୍ରତିଯୋଗିତାରେ ମହିଳାମାନଙ୍କ ଉତ୍ସାହଜନକ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା।
