ମହାନତା ଦେଖାଇ ଲେ ରା ଉଦୟଗିରି ବିଡିଓ।
ଗଜପତି (ଟିକି ଲିମା)
ରାସ୍ତା ଘାଟ ପାନୀୟ ଜଳ ଭଳି ମୌଳିକ ସମସ୍ୟା ଅଭିଯୋଗ ବସି ଶୁଣିଲେ,ସମସ୍ୟାର ସମାଧାନ ତୁରନ୍ତ କରିବାକୁ ପ୍ରତିଶ୍ରୋତି ଦେଇ ଅଭିଯୋଗ ଗଣଙ୍କୁ ଉତ୍ତମ ବ୍ୟବହାର ଦେଇ ନିଜସ୍ୱ ହାତ ପାଣ୍ଟିରୁ ଖାଦ୍ୟ ପ୍ରସ୍ତୁତ କରି ପ୍ରଦାନ କରିଛନ୍ତି I ଏପରି ଦୃଶ୍ୟଟି ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଆର୍ ଉଦଗିରି ବ୍ଲକ କାର୍ଯ୍ୟରତ ବିଡ଼ିଓ ଲରିମନ ଖର୍ଶେଲ ଙ୍କ ଉତ୍ତମ ଚର୍ଚିତ ଚେହେରା I ଚଳିତ ମାସ ୧୯ ତାରିଖ ଦିନ ବେନୁ ସାହି RD ରୋଡ଼ ଠାରୁ ବାଲିଗୁମା ଦେଇ ତୁବୁର ସିଂ ୩-୪କିମି ଯିବା ରାସ୍ତା ଅତି ସୂଚନୀୟ, ସୁଧ ପାନୀୟ ଜଳ ସଙ୍କଟ ରହିଛିଅଞ୍ଚଳରେ I ଫଳରେ ଅଞ୍ଚଳ ଗର୍ବବତୀ ପ୍ରସ୍ତୁତି ମହିଳା ରୋଗୀ ମାନେ ଚିକିତ୍ସା କେନ୍ଦ୍ରକୁ ଯାଇ ପହଞ୍ଚିବା ଅସମ୍ଭବ ବେଳେ ରୋଗୀଙ୍କ ଜୀବନ ଚାଲିଯିବାର ଭୟ ଥାଏ ଏନେଇ ଅନେକ ବାର ପ୍ରଶାସନ ନିକଟକୁ ଲିଖିତ ଓ ମୌକିକ ଭାବେ ଦାବି କରି ଆସୁଥିଲେ ତୁବୁରସିଂ, ବେନୁସାହି ଓ ବାଲିଗୁମାର ୩ଟି ଗାଁ ଲୋକେ କିନ୍ତୁ ସୁଫଳ ମିଳି ନ ଥିଲା I ଏକ ଲିଖିତ ଅଭିଯୋଗ ପ୍ରଦାନ ପାଇଁ ୫୦ ରୁ ଉର୍ଦ୍ଧ ମହିଳା ଓ ପୁରୁଷ ଆର୍ ଉଦୟଗିରି ବିଡ଼ିଓଙ୍କ ନିକଟକୁ ଦ୍ୱାରସ୍ଥ ହୋଇ ଅଭିଯୋଗ ପ୍ରଦାନ କରିଥିଲେ ଅଞ୍ଚଳ ବାସୀ I ସେମାନଙ୍କ ଅଭିଯୋଗ ବସି ଶୁଣିବା ସହିତ ଉତ୍ତମ ପ୍ରତିଶ୍ରୁତି ଦେଇ ଖାଦ୍ୟ ପେୟ ବ୍ୟବସ୍ଥା କରିଥିବାରୁ ପ୍ରସଂଶିତ ହୋଇଛନ୍ତି ଆର୍ ଉଦୟଗିରି ବିଡ଼ିଓ ଲରିମନ ଖାର୍ସେଲ୍ I ବିଡ଼ିଓ ଙ୍କ ନାମରେ ମିଥ୍ୟା ପ୍ରଚାର ବାର୍ତ୍ତାକୁ ବିରୋଧ କରୁଥିବା ଅଭିଯୋଗ କରିଛନ୍ତି ଅଞ୍ଚଳ ବାସୀ I
