*ନୂଆପଡ଼ାରେ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ: ଉତ୍ସବର ମାହୋଲ ଭିତରେ କୋମନାରେ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା*
ନୂଆପଡା(ମିଖାଏଲ ନନ୍ଦ) ତା:୧୬.୦୯.
ନୂଆପଡ଼ା – ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ଡାକ୍ତର ମହେଶ ମୋହନ ପଣ୍ଡା ମଧ୍ୟ ବାଦ୍ ପଡ଼ି ନାହାନ୍ତି ଗାଁ ମାଟିର ମହକ ଟାଣି ଆଣିଛି ନିଜ ଭିଟା ମାଟିକୁ। ନୂଆଁଖାଇରେ ନ୍ୟାଆରା ପରମ୍ପରା କୁ ପାଳନ କରିବାକୁ ଆସିଥିବା ବେଳେ ନିଜ ନୂଆପଡ଼ା ଜିଲ୍ଲାର ଲର୍କୀ ଗାଁକୁ ଆସି ଥିଲେ l ଏହି ସୁଯୋଗ ନେଇ କୋମନା ନାଗରିକ କମିଟି ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଥିଲା l ଏ ଅବସରରେ ନୂଆପଡ଼ା ଜିଲ୍ଲାର ସ୍ୱାସ୍ଥ୍ୟ ସମସ୍ୟା ଓ ରାଜ୍ୟର ସ୍ବାସ୍ଥ୍ୟ ସେବା ସମସ୍ୟା ସମ୍ପର୍କରେ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶକଙ୍କ ସହ ଅଧିକ ଆଲୋଚନା କରିଥିଲେ l
