ସାହାପଡ ଗ୍ରାମ ତାରିଣୀ ମନ୍ଦିର ନିକଟରେ ଗଣପତି ଙ୍କ ପୂଜା ମହା ଜାକଜମକରେ ପାଳିତ।
ରିପୋର୍ଟ – ନିରୋଜ କୁମାର ସେଠୀ ଯାଜପୁର ଜିଲ୍ଲା ବନ୍ଧଡିହ ପଞ୍ଚାୟତ ର ସାହାପଡା ଗ୍ରାମରେ ବିଭିନ୍ନ ଅନୁଷ୍ଠାନ ତରଫରୁ ସାର୍ବଜନୀନ ଗଣପତିଙ୍କ ପୂଜା ସାହାପଡା ତାରିଣୀ ମନ୍ଦିର ନିକଟରେ ଅନୁଷ୍ଠାନ ତରଫରୁ ପ୍ରତିବର୍ଷ ଭଳି ଏ ବର୍ଷ ସାର୍ବଜନୀନ ଗଣପତିଙ୍କର ଦର୍ଶନ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ପୂଜା ତିନି ଦିନ ଧରି ଚାଲିବ ଏହା ସହିତ ଅନୁଷ୍ଠାନ ତରଫରୁ ପ୍ରତ୍ୟେକ ଦିନ ଭଜନ,ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବାର ସ୍ଥିର କରାଯାଇଛି। କମିଟି ର କର୍ତ୍ତା _ସୈମିୟ ରଞ୍ଜନ ସାହୁ ଙ୍କ ଠାରୁ ପ୍ରକାଶ। ଉକ୍ତ କମିଟିରେ ଉଦିୟ ମାନ ଯୁବକ ଯୋଗଦେଇ ବିଭିନ୍ନ ଦାୟିତ୍ବ ତୁଲାଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଅଜୟ ସାହୁ, ଜୟନ୍ତ ସାହୁ,ବିଜୟ ସେଠୀ, ସନ୍ତୋଷ ସାହୁ, ମହେଶ ସାହୁ, ଜ୍ୟୋତି ରଞ୍ଜନ ବାରିକ,ସନାତନ ସେଠୀ ,ମହେଶ୍ବର ସାହୁ,ମାନସ ସାହୁ, ପ୍ରଭାତ ରଞ୍ଜନ ବାରିକ,ପ୍ରାର୍ଥ ସାରଥୀ ସେଠୀ, ଦିବ୍ୟାଶୁ ସାହୁ ,ରଞ୍ଜିତ ସେଠୀ, ନାରାୟଣ ବାରିକ,ଅଜୟ ସେଠୀ, ଜଗନ୍ନାଥ ସାହୁ, ମିଥୁନ ସେଠୀ, ଚିନିମୟ ସାହୁ, ଶୁଶାନ୍ତ ସେଠୀ, ସୁଦର୍ଶନ ସେଠୀ, ନାରାୟଣ ବାରିକ,ଚିକୁନ ସାହୁ,ଗୁଡୁ,ଚଗୁଲୁ,ବାପୁ, ପ୍ରମୁଖ ସଦସ୍ୟ ମାନେ ସହଯୋଗର ହାତ ବଢାଈ ଥୁଲେ।
