ବୌଦ୍ଧ (କୃଷ୍ଣ ଚନ୍ଦ୍ର ସିଂହ ) : ସାମ୍ପ୍ରତିକ ଉପର ମୁଣ୍ଡ ରେ ଲଗାଣ ବର୍ଷା ଯୋଗୁଁ ଏବଂ ହୀରାକୁଦ ଜଳଭଣ୍ଡାର ରୁ 20 ଟି ଗେଟ ମାଧ୍ୟମ ରେ 555505କୁସେକ ଜଳ ପ୍ରବାହିତ ହେଉଥିବା ହେତୁ ମହାନଦୀ ଅବବାହିକା ରେ ଛୋଟ ଧରଣ ର ବନ୍ୟା ରସମ୍ଭାବନା ଦେଖାଦେଇଛି ବନ୍ୟାଜଳ ଦୁଇ କୁଳ ଖାଇ ପୂର୍ଣ୍ଣ ଭାବରେ ପ୍ରବାହିତ ହେଉଛି ମୋଟା ମୋଟି ଭାବରେ ବନ୍ୟା ଜଳ ବିପଦ ସଂକେତ ତଳେ ପ୍ରବାହିତ ହେଉଛି ।
