ମନମୋହନଙ୍କ ସଭାପତିତ୍ଵକୁ ନେଇ ଯାଜପୁରରେ ଖୁସିର ମହୋଲ
ଯାଜପୁର : ମନମନମୋହନ ସାମଲ ପୁନର୍ବାର ରାଜ୍ୟ ସଭାପତି ଚୟନ ହେବା ପରେ, ଯାଜପୁର ବିଜେପି କର୍ମିଙ୍କ ମଧରେ ଉତ୍ସାହର ଲହରୀ ଦେଖିବାକୁ ମିଳିଛି, ଶ୍ରୀ ସାମଲ ଙ୍କ ରାଜ୍ୟ ସଭାପତି ଚୟନ ପରେ ଯାଜପୁର ନିର୍ବାଚନ ମଣ୍ଡଳୀ ବିଜେପି କର୍ମି ମାନେ ଶ୍ରୀ ସାମଲଙ୍କୁ ଶୁଭେଚ୍ଛା ଜଣାଇବା ସହ ଯାଜପୁର ଅଧିଷ୍ଠାତ୍ରୀ ଦେବି ମା ବିରଜା ଙ୍କ ନିକଟରେ ପୂଜାର୍ଚନା କରିବା ସହ ଶ୍ରୀ ସାମଲ ଙ୍କ ରାଜନୈତିକ ଜୀବନର ଉତ୍ତରତ୍ତର କାମନା କରିଛନ୍ତି,,,, ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇଛନ୍ତି ଯାଜପୁର ନଗର ସଭାପତି ତପନ ନାୟକ, ମାନସ ତ୍ରିପାଠୀ, ବବଲୁ ମହମ୍ମଦ,ମନିରୁଦ୍ଦିନ ଖାଁ, ବ୍ରହ୍ମାନନ୍ଦ ରଣା,ଅଭୟ ରାଉତ,ଦେବାଶିଷ ପାଣି, ସନ୍ତୋଷ ପତି,ବିବେକ ସାଗର ପ୍ରମୁଖ କାର୍ଯ୍ୟକର୍ତ୍ତା।
