ଏନ ଜି. ଓ. ସି. ସି. ବୌଦ୍ଧ ଶାଖା ର ସପ୍ତମ ତ୍ରୟ ବାର୍ଷିକ ସାଧାରଣ ଅଧିବେଶନ ବୌଦ୍ଧ ଟାଉନ ହଲ ରେ ଅନୁଷ୍ଠିତ :ଯୋଗଦେଲେ ଜ଼ିଲ୍ଲା ର ଦୁଇ ବିଧାୟକ ଓ ଜ଼ିଲ୍ଲାପାଳ (କୃଷ୍ଣ ସିଂହ )ଙ୍କ ରିପୋର୍ଟ
ଓଡିଶା ରାଜ୍ୟ ଅଣ ଗେଜ଼ଟେଡ଼ କର୍ମଚାରୀ ସମ୍ମନୟ ସମିତି ବୌଦ୍ଧ ଜ଼ିଲ୍ଲା ଶାଖା ର ସପ୍ତମ ତ୍ରୟ ବାର୍ଷିକ ସାଧାରଣ ଅଧିବେଶନ ଜ଼ିଲ୍ଲା ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି ଏଥିରେ ଜ଼ିଲ୍ଲା ର ଦୁଇ ବିଧାୟକ ଯୋଗ ଦେଇ କର୍ମଚାରୀ ମାନଂକୁ ଉଦବୋଧନ ଦେଇଥିଲେ । ବୌଦ୍ଧ ଜ଼ିଲ୍ଲାପାଳ ଅତିଥି ରୂପେ ଯୋଗଦେଥିଲେ ।
