ଭୁବନେଶ୍ୱର… ପ୍ରକାଶିତ ହେଲା ସରକାର ଙ୍କର 2027 ପୁଞ୍ଜିକା ଦେଖନ୍ତୁ ଏହି 2027 ବର୍ଷ 1 ତାରିଖ ଶୁକ୍ରବାର ରୂ ଆରମ୍ଭ ହେଉଅଛି ଏହି 2027 ବର୍ଷ ର ସରକାରୀ ଚାକିରୀ କରିଥିବା ବ୍ୟକ୍ତି ବିଶେଷ ଙ୍କ ପାଇଁ 3 ମାସ ରୂ ଅଧିକ ଛୁଟି ରହୁଛି କହିବାକୁ ଗଲେ ମୋଟା ମୁଟି 105 ଦିନ ଛୁଟି ରହୁଛି ଯାହ କି ପୁଞ୍ଜିକା ରେ ରହି ଅଛି
