ସିନ୍ଦ୍ରିଗାଁ ଗ୍ରାମପଞ୍ଚାୟତ ରେ ଅନିୟମିତତା ଭାବେ ଝୁଲୁଛି ତାଲା।
ବାଲିଗୁଡା,୮, ୨୬( ନିପ୍ର ) ବାଲିଗୁଡା ବ୍ଲକ ଅନ୍ତର୍ଗତ ସିନ୍ଦ୍ରିଗାଁ ଗ୍ରାମ ପଞ୍ଚାୟତ ରେ ଅନିୟମିତତା ଭାବରେ ଝୁଲୁଛି ତାଲା। ସୂଚନା ମୁତାବକ ଗ୍ରାମ ବାସୀଙ୍କ କହିବା ଅନୁଯାଇ ପଞ୍ଚାୟତ ର ଗ୍ରାମ ସେବକ ନା ସରପଞ୍ଚ ଙ୍କ ଦେଖାନାହିଁ। ମାସକର ଶେଷ ତାରିଖରେ ଭତ୍ତା ଦେବା ସମୟରେ ବାବୁଙ୍କ ଦେଖା ମିଳେ ତ ଏଠାରେ ପ୍ରଂଶ୍ନ ଉଠୁଛି କୋଉ ଭାବରେ ଗ୍ରାମ ପଞ୍ଚାୟତ କାଯ୍ୟକରି ହେଉଛି।
