*ନୂଆପଡ଼ା ଜିଲ୍ଲା ଜିଲ୍ଲା ଆଇନ ସେବା ପ୍ରାଧିକରଣ ହସ୍ତକ୍ଷେପ ପରେ ଦୁଇ ଦିବ୍ୟାଙ୍ଗ ଙ୍କୁ ମିଳିଲା ଟ୍ରାୟ ସାଇକେଲ, ନ୍ୟାୟକ ବ୍ୟବସ୍ଥା ସହ ସମାଜରେ ଆବଶ୍ୟକ ନାଗରିକଙ୍କୁ ସହାୟତା ମଧ୍ୟ ବ୍ୟବସ୍ଥାର ଏକ ପାର୍ଶ୍ୱ ବୋଲି ପ୍ରକାଶ*
ନୂଆପଡା(ମିଖାଏଲ ନନ୍ଦ) ତା:୦୨.୦୮.
ନୂଆପଡ଼ା ଜିଲ୍ଲା ଖଡିଆଳ ତାଲୁକ ସ୍ତରୀୟ ଆଇନ ସେବା ସମିତି ହସ୍ତକ୍ଷେପ ପରେ ଦୁଇ ଦିବ୍ୟାଙ୍ଗ ଙ୍କୁ ମିଳିଲା ଟ୍ରାୟ ସାଇକେଲ, ନ୍ୟାୟକ ବ୍ୟବସ୍ଥା ସହ ସମାଜରେ ଆବଶ୍ୟକ ନାଗରିକଙ୍କୁ ସହାୟତା ମଧ୍ୟ ବ୍ୟବସ୍ଥାର ଏକ ପାର୍ଶ୍ୱ ବୋଲି ପ୍ରକାଶ କରିଛନ୍ତି। ଖଡ଼ିଆଳ ବ୍ଲକ ବିରିଘାଟ ଗ୍ରାମପଞ୍ଚାୟତ ର ଝାରସରମ୍ ଗ୍ରାମର ଦୁଇ ସମ୍ପର୍କ ଦିବ୍ୟାଙ୍ଗ ନେପୂର୍ ମାଝୀ, ଫନୀଧର ମାଝ ହସ୍ତକ୍ଷେପ କରିଥିଲେ। ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ନବନୀତା ଦାଶ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଥିଲେ। ଖଡ଼ିଆଳ ଅଧିକାର ମିତ୍ର କ୍ଷୀରସିନ୍ଧୁ ସଗରିଆ ଉପରୋକ୍ତ ବିଷୟ ଉପରେ ପ୍ରାଧିକରଣ ଙ୍କୁ ଅବଗତ କରିଥିଲେ। ତୁରନ୍ତ ଏହାର ପଦକ୍ଷେପ ନେଇ ଖଡ଼ିଆଳ ବିଡିଓ ଙ୍କୁ ନିର୍ଦ୍ଧେଶ ଦେଇଥିଲେ ତୁରନ୍ତ ତାଙ୍କୁ ଦୁଇ ଗୋଟି ଟ୍ରାୟ ସାଇକେଲ ମିଳିଥିଲା। ତାଙ୍କ ସ୍ଵପ୍ନ ସାକାର ହେବ ଖୁସି ବ୍ୟକ୍ତ କରିଥିଲେ।
