ଗଛ ପଡି ରାସ୍ତା ବନ୍ଦ
ଗାଁ ଲୋକ ବାହାରକୁ ଯିବାପାଇଁ ହନ୍ତସନ୍ତ
ପ୍ରଶାସନ ର ଦେଖାନାହିଁ
ଏମିତି ଏକ ଘଟଣା ଦେଖିବାକୁ ମିଳିଛି. ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ଭୀମଦା ପଞ୍ଚାୟତ ର ରତନପୁର ଗ୍ରାମ ରେ. ଆଜିକୁ ଚାରିଦିନ ହେଲାଣି ଗାଁ ର ମୁଖ୍ୟ ପାର୍ଶ୍ୱ ରେ ଥିବା ବିରାଟ ବଡ଼ ବରଗଛ ଟି ଲଗାଣ ବର୍ଷା ରେ ମୂଳ ରୁ ଉପାଡି ରାସ୍ତା ଉପରେ ପଡ଼ିରହିଛି, ଗାଁ ଲୋକେ ଦୁକାନ ବଜାର ନଯାଇପାରି ବହୂ ଅସୁବିଧା ର ସମୁଖୀନ ହେଉଛନ୍ତି, କିନ୍ତୁ ପ୍ରଶାସନ ର କୌଣସି ଟିମ ସେଠାରେ ଏଯାଏଁ ପହଁଞ୍ଚି ନାହାନ୍ତି, ଗାଁ ଲୋକ ପ୍ରଶାସନ କୁ ଅନୁରୋଧ କରୁଛନ୍ତି ଯଥା ଶୀଘ୍ର କୌଣସି ଟିମ କୁ ପଠାଇ ଗଛ ଟିକୁ ରାସ୍ତା ରୁ ସଫା କରିଦେଲେ ଗାଁ ଲୋକେ ଅସୁବିଧାରୁ ରକ୍ଷା ପାଇପାରନ୍ତେ
ବଡ଼ସାହି ଭୀମଦା ରୁ ଅଜିତ ମାହାର୍ଣ୍ଣା ଙ୍କ ରିପୋର୍ଟ ଭଞ୍ଜଦୂତ ଖବର
