ଭିଜିଲାନ୍ସ ଜାଲରେ କୋରାପୁଟ ITDA ର ପୂର୍ବତନ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସଞ୍ଜୟ କୁମାର କେସପେଟା।
ଆଜି କୋରାପୁଟ ର ପୂର୍ବତନ iTDA ର ସହକାରୀ ଯନ୍ତ୍ରୀ ତଥା ଵର୍ତମାନ ଭୁବନେଶ୍ୱର ରରେ itda ର ସହକାରୀ ନିର୍ଦେଶକ ସଞ୍ଜୟ କୁମାର କାଷ୍ପେଟା ଙ୍କ ଘରେ ଏକ କାଳୀନ କୋରାପୁଟ ଭୁବନେଶ୍ୱର ଓ ରାଉଲକେଲା ରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ଟିମ କୋରାପୁଟ ରେ ନୁଆ କରି ହୋଇଥିବା 4 ମହଲା ବିଶିଷ୍ଟ ବିଳାସ ବେସନ ହୋଟେଲ ଓ ଭଡା ଘରେ ଚଢ଼ାଉ ଜାରି ରହିଛି। କୋରାପୁଟ ରେ ଭିଜିଲାନ୍ସ ର 3 ଟି ଟିମ ଚଢ଼ାଉ ଜାରି ରଖିଛନ୍ତି। ଭଡା ଘରୁ ନଗଦ ଟଙ୍କା ଓ ସୁନା ଗହଣା ସହିତ କିଛି ପ୍ଲଟ ଭିଜିଲାନ୍ସ ହାଥ ରେ ଲାଗିଥିବା ବେଳେ କିଛି କାଗଜ ପତ୍ର ବି ଟିମ ଜବତ କରିଛି ଏପରିକି ଏବେ ଵି ଚଢ଼ାଉ ଜାରି ରହିଛି। ତେଣୁ ପୁରା ଚିତ୍ର ସ୍ପଷ୍ଟ ହୋଇନି କୋରାପୁଟ ର 2 ଟି ସ୍ଥାନରେ ରେ 3 ଜଣ ଡ଼ିଏସପି, 5 ଜଣ inspector, 15 ରୁ ଉର୍ଦ୍ଧ ଷ୍ଟାଫ ଏହି ଚଢ଼ାଉ ରେ ସାମିଲ ହୋଇଥିବା ବେଳେ ବାବୁ କେଉଁଭଳି ଭାବେ ସଂପତି ଠୁଳ କରୁଥିଲେ ତାର ଖୋଳତାଡ଼ କରୁଛି ଟିମ l କୋରାପୁଟ ଜିଲ୍ଲା ରେ ଏବେ ଅସାଧୁ ଅଫିସର ଭିଜିଲାନ୍ସ ପଞ୍ଜା ରେ ପଡୁଥିଲା ବେଳେ ସେମାନଙ୍କର ଅମାପ ସଂପତି ଗୁଡ଼ିଜ ଦେଖି ଟିମ ର ଆଖି ଜଳକା ହୋଇପଡୁଛି l, କୋରାପୁଟ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୂତ ଖବର
