*ଟିକ୍ରାପଡା ଠାରେ ମଭାଗବତ ସପ୍ତାହ ପାଳିତ ହୋଇଯାଇଛି. ଏହି କାର୍ଯ୍ୟକ୍ରମ*
ନୂଆପଡା(ମିଖାଏଲ ନନ୍ଦ)
ତା-୧୩/୦୭
ଭାଗବତ ସପ୍ତାହ ଉପ ଲକ୍ଷ୍ୟେ ଶ୍ରୀ ଜଗନ୍ନାଥ ସାଂସ୍କୃତିକ ସଂଘ ଆନୁକୂଲ୍ୟରେ ଗତ ମାସ 2/3 ତାରିଖ ମାର୍ଚ୍ଚ 2026 ଦିନ ବଲାଙ୍ଗୀର ଜ଼ିଲ୍ଲା ଟିକ୍ରାପଡା ଠାରେ ମଭାଗବତ ସପ୍ତାହ ପାଳିତ ହୋଇଯାଇଛି. ଏହି କାର୍ଯ୍ୟକ୍ରମ ରେ ଅଞ୍ଚଳ ର ଭାଗବତ ପ୍ରେମୀ ତଥା ସାଂସ୍କୃତିକ ଦଳ ମାନ ଅଂଶ ଗ୍ରହଣ କରି ପରାୟଣ ପ୍ରବଚନ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ କୂ ଶ୍ରୀ ଜଗନ୍ନାଥ ସାଂସ୍କୃତିକ ସଂଘ ପରିଚାଳନା କରିବା ସହ ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ବିଭାଗ ର ଆର୍ଥିକ ଅନୁଦାନ ରେ ଆଉଷ୍ଠିତ ହୋଇଥିଲା. ଦ୍ୱତୀୟ ଦିବସ ରେ କଳା ସାହିତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ପ୍ରସାଦ ବଣ୍ଟନ ସହ ଯଜ୍ଞା ପରାୟଣ ର ଉଦଯାପନ କରାଯାଇଥଲା l କାର୍ଯ୍ୟକ୍ରମ ରେ 300 ପାଖାପାଖି ଶ୍ରଦ୍ଧାଳୁ ଯୋଗଦାନ କରିଥିଲେ
