*ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଏନସି ସି ଶିବିରାର୍ଥିଙ୍କ ସହ କଲାହାଣ୍ଡି ସାଂସଦ ମାଳବିକା ଦେବୀ ସାକ୍ଷାତ୍ ଓ ଆଲୋଚନା, ଅଗ୍ନିବୀର ଭାବରେ ଯୋଗଦାନ କରି ଦେଶ ସେବାରେ ନିୟୋଜିତ ହେବାକୁ ଆହ୍ୱାନ* ନୂଆପଡା(ମିଖାଏଲ ନନ୍ଦ)
ତା:୧୨.୦୭.
କଲାହାଣ୍ଡି ସାଂସଦ ମାଳବିକା ଦେବୀ ଆଜି ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସର ମଧ୍ୟ ରେ ଏନସି ସି ଶିବିରାର୍ଥିଙ୍କ ସହ ସାକ୍ଷାତ୍ ଓ ଆଲୋଚନା କରିଥିଲେ। ନରେନ୍ଦ୍ର ମୋଦୀଙ୍କ ଦୀର୍ଘ ମିଆଦି ଯୋଜନା ଅଗ୍ନିବୀର ଭାବରେ ଯୋଗଦାନ କରି ଦେଶ ସେବାରେ ନିୟୋଜିତ ହେବାକୁ ଆହ୍ୱାନ କରିଛନ୍ତି। ଯୁବ ପିଢୀ ସଶକ୍ତ ହେଲେ ଦେଶ ବିକଶିତ ହେବା ସହ ମୋଦିଙ୍କ ସ୍ଵପ୍ନ ୨୦୪୭ ବିକଶିତ ଭାରତ ଗଠନ ସାକାର ହେବ ବୋଲି ପ୍ରକାଶ କରିଥିଲେ।
