

ରଥ ନିର୍ମାଣ ସମୀକ୍ଷା କଲେ ବିଧାୟକ ରିପେଶ ପାଣିଗ୍ରାହୀ
ଗଜପତି (ଟିକି ଲିମା)
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରେ ହେବାକୁ ଥିବା ରଥ ଯାତ୍ରା ପୂର୍ବରୁ ରଥ ନିର୍ମାଣ କିଭଳି ନିର୍ମାଣ ଚାଲିଛି ତାର ତଦାରଖ କଲେ ବିଧାୟକ ପାରଳାଖେମୁଣ୍ଡି ବିଧାୟକ ରୁପେଶ ପାଣିଗ୍ରାହୀ । ଆଜି ସକୁକୁ ବିଧାୟକ ଜଗନ୍ନାଥ ମନ୍ଦିର ପହଞ୍ଚି ଜଗତର ନାଥ ଜଗନ୍ନାଥ ମନ୍ଦିର ଯାଇ ମହା ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବା ପରେ ଆଗାମୀ 16 ତାରିଖ ରେ ଥିବା ଜଗନ୍ନାଥ ଙ୍କ ଘୋଷ ଯାତ୍ରା କିଭଳି ସୁରୁଖୁର ରେ ହେ ସେନେଇ ଆଲୋଚନା କଲେ ବିଧାୟକ ରୂପେସ ପାଣିଗ୍ରାହୀ , ଏହି ଆଲୋଚନା କାର୍ଯ୍ୟକ୍ରମ ରେ ବିଧାୟକ ସମେତ ମନ୍ଦିର କମିଟି ର ଦୁର୍ଗା ମାଧବ ପାଣିଗ୍ରାହୀ , ମାଳା ଶ୍ରୀନୁ, , ଯୁଗଳ ଦାସ ପ୍ରମୁଖ ଉପସ୍ଥିତ ଥିଲେ
