*ନୂଆପଡ଼ା ଜିଲ୍ଲା ଖଡିଆଳ ୱାର୍ଡ ନମ୍ବର ୧୨ ପୁଟୁପଡା ରେ ଯାତାୟାତ ବ୍ୟାପକ ସମସ୍ୟା, ସାମାନ୍ୟ ବର୍ଷାରେ ମଧ୍ୟ ଅଞ୍ଚଳବାସୀ ସଡ଼କ ପାଇଁ ନାହି ନ ଥିବା ସମସ୍ୟା* ନୂଆପଡା(ମିଖାଏଲ ନନ୍ଦ)
ତା:୦୫.୦୭.
ନୂଆପଡ଼ା ଜିଲ୍ଲା ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ର ୱାର୍ଡ ନମ୍ବର ୧୨ ପୁଟୁପଡା ରେ ସଡ଼କ ନିର୍ମାଣ ନେଇ ବାରମ୍ବାର ଦାବି ହେଉଥିବା ବେଳେ ସଡ଼କ ଦୁରବସ୍ଥା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହେଉଅଛି। ଅଞ୍ଚଳବାସୀ ନାହିଁ ନ ଥିବା ସମସ୍ୟା ସମ୍ମୁଖୀନ ହେଉଛନ୍ତି। ସଡ଼କ ସନିଶ ବଂଶଲ ମିଲ ପର୍ଯ୍ୟନ୍ତ ସଡ଼କ ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ରେ ବନ୍ଦ ହୋଇଅଛି। ବାଲି ବୋଝେଇ ହାଇୱା ବ୍ୟାପକ ଚଳାଚଳ ହେବା କାରଣ ରୁ ସଡ଼କ ଯିବା ଆସିବା ସମ୍ଭବ ହେଉନଥିବା ଅଞ୍ଚାଲବସୀ ଅଭିଯୋଗ କରୁଛନ୍ତି। ଆବଶ୍ୟକ ପଦକ୍ଷେପ ପାଇଁ ଦାବୀ କରୁଛନ୍ତି।
