ଭୁବନେଶ୍ଵର ୧୧/୦୬/୨୦୨୬/
ମଣ୍ଡଳ ସଭାପତି ସ୍ୱପ୍ନେନ୍ଦୁ ମହାନ୍ତି ଙ୍କ ତତ୍ତ୍ୱlବଧାନ ରେ ଉତ୍ତର ଭୁବନେଶ୍ବର ଅଧିନସ୍ଥ ଶ୍ରୀକୃଷ୍ଣ ମଣ୍ଡଳ ର ତୃତୀୟ ମାସିକ ବୈଠକ ଅନୁଷ୍ଠିତ ହୋଇ ଯାଇ ଅଛି
ଏହି ବୈଠକ ରେ ଜିଲ୍ଲା ପ୍ରଭାରୀ ଶ୍ରୀଯୁକ୍ତ ସରୋଜ କର ଉତ୍ତର ଭୁବନେଶ୍ବର ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀଯୁକ୍ତ ପ୍ରିୟଦର୍ଶୀ ମିଶ୍ର ଜିଲ୍ଲା ସାଧାରଣ ସଂପାଦିକା ମାନସୀ ମଞ୍ଜରୀ ରାୟ ରାଜ୍ୟ ର ବରିଷ୍ଠ ନେତା ଶ୍ରୀ ରଶ୍ମି ରଞ୍ଜନ କାନୁନଗୋ ପ୍ରଭୃତି ଯୋଗଦେଇ ମଣ୍ଡଳ ର କାର୍ଯ୍ୟକର୍ତ୍ତା ମାନଙ୍କୁ ଆସନ୍ତା ଦିନ ମାନଙ୍କ ରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ବିଷୟ ରେ ଆଲୋଚନା କରାଯାଇଥିଲା
( ରିପୋର୍ଟ )ଜୀବନ ଜ୍ୟୋତି ରଣା
