ଭୁବନେଶ୍ୱର ଆଜି ୟୁନିଟ ୯ ଫ୍ଲାଟ ଅଞ୍ଚଳରେ ରାସ୍ତା ପାର୍ଶ୍ଵରେ ବ୍ୟବସାୟ କରୁଥିବା ବ୍ୟବସାୟ କରୁଥିବା ଭାଇ ଭଉଣୀ ମାନଙ୍କୁ କର୍ପୋରେଟର ଜୀବନ ରାଉତଙ୍କ ଉଦ୍ୟମରେ BMC ଦ୍ୱାରା ମାଗଣା ଠେଲା ଗାଡି ଦିଆଗଲା। ସେମାନେ ସୁରକ୍ଷିତରେ ବ୍ୟବସାୟ କରି ନିଜ ପରିବାର ଚଳାଇବାରେ ବଡ଼ ସହାୟକ ହେବ ସେହି ପରି ଅନ୍ୟ କର୍ପୋରେଟ ମାନକୁ ଜଣାଉଛୁ ସେହିପରି ଅନ୍ୟ ଉଠା ଦୋକାନୀ ମାନଙ୍କ ପାଇଁ ପ୍ରୟାସ କରନ୍ତୁ । ରିପୋର୍ଟ ( ଜୀବନ ଜ୍ୟୋତି ରଣା)
