ତାରିଖ ୦୪/୦୬/୨୦୨୬
ପୁଣି ଫାଟିଲା ଆସପଣ୍ଡ ପାଇପି
ଅନୁଗୋଳ ଜିଲ୍ଲା ଏନଟିପିସି ରେ ପୁଣି ଫାଟିଲା ଆସପଣ୍ଡ ପାଇପୀ । କଣିହାଁ ଡେରେଙ୍ଗ ରାସ୍ତା ଯାତାୟତ ବନ୍ଦ ଦଶଟି ପଞ୍ଚାୟତ ଲୋକଙ୍କ ଥିଲା ଯାତାୟତର ଏକ ମାତ୍ର ରାସ୍ତା । ଏନଟିପିସି ଅବହେଳା ଓ ପ୍ରଶାସନିକ ତାଗିଦି କରୁ ନଥିବାରୁ ଏଭଳି ଅଘଟଣ ବାରମ୍ବାର ଘଟୁଥିବା ଲୋକମାନେ ଅଭିଯୋଗ କରିଛନ୍ତି ପ୍ରାୟ ତିନି ଘଣ୍ଟା ହେବ ଏଭଳି ପାଉଶ ପାଣି ଯାଉଥିବା ଦେଖିବାକୁ ମିଳିଛି । ତାଳଚେର ବ୍ଲକରୁ କୃତ୍ତିବାସ ନାୟକଙ୍କ ରିପୋର୍ଟ ଭଞ୍ଜ ଦୂତ ଖବର
