ନିଖୋଜ ଥିବା ମହିଳା ଙ୍କ ମିଳିଲା ମୃତ୍ୟୁ ଦେହ
(ନିପ୍ର ଗୋକୁଳାନନ୍ଦ ବେହେରା ଭଞ୍ଜଦୂତ ଖବର)
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସାଆନ୍ଧାଫାଣ୍ଡି ଅନ୍ତର୍ଗତ ତୁଳସୀ ପଶି ଗ୍ରାମର ପାଞ୍ଚାଳୀ ନାଏକ,ବୟସ ୫୨ ବର୍ଷ ସ୍ବାମୀ କୈଳାସ ନାଏକ ପରଜଙ୍ଗ ଥାନା ରେ ୨୭/୫/୨୬, ତାରିଖ ନିଖୋଜ ଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ଆଜି ତା ୨/୬/୨୦୨୬ ରିଖ ଦିନ soratanali ର ସାମ୍ପୁରା ଜଙ୍ଗଲରୁ ନିଖୋଜ ଥିବା ମହିଳା ମିଳିଲା ମୃତ୍ୟୁ ଦେହ ମୃତ୍ୟୁ ଦେହ ପଞ୍ଚାଳୀ ନାଏକ ଙ୍କର
ବୋଲି ଜଣାପଡିଛି ପୁଅ ଶ୍ରୀ ମାମଲା ନାଏକ FIR ରେ ଅଭିଯୋଗ କରିଛି ଯେ ତାର ମାଆ ସେହି ଗାଁ ର ସୁନିଆ ସେଠୀ ଦୋକାନ କୁ ଯାଇଥିଲା କିନ୍ତୁ ଉକ୍ତ ଦୋକାନ ରୁ ସେ ଆଉ ଘରକୁ ଫେରିନଥିଲେ ତେଣୁ ସନ୍ଦେହ ରେ ସେ ସୁନିଆ ସେଠୀ ତାଙ୍କର ପୁଅ
ମୁନା ସେଠୀ ପରଜଙ୍ଗ ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି ଉକ୍ତ କଙ୍କାଳ ଓ ଲୁଗା ଜବତ କରିବା ସହ ସବାବ୍ୟବଛେଦ ପାଇଁ ପରଜଙ୍ଗ ଗୋଷ୍ଟୀ ସ୍ବାସ୍ଥ୍ୟକେନ୍ଦ୍ର କୁ ପଠାଯାଇଛି ରିପୋର୍ଟ ଆସିବା ପରେ ସତ୍ୟତା ସାମ୍ନାକୁ ଆସିବ ବୋଲି ପରଜଙ୍ଗ ପୋଲିସ କହିଛନ୍ତି
