*ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭଦ୍ରେଶ୍ୱର ଥାନା ସମ୍ମୁଖରେ ଉତ୍ତେଜନା*
*ନ୍ୟାୟ ନମିଳିବାରୁ ଥାନା ନିକଟରେ ଶବ ରଖି ଜଣାଇଲେ ପ୍ରତିବାଦ*
*ପୋଲିସ,ସାଧାରଣ ଜନତା ଏବଂ ପୀଡିତ ପରିବାର ଭିତରେ ଧସ୍ତା ଧସ୍ତି*
*ସୁଦୂର ବିଶାଖାପାଟଣାକୁ ଦାଦନ ଖଟିବାକୁ ଯାଇଥିବା ଜନୈକ ଯୁବକକୁ ହତ୍ୟା କରାଯାଇଥିବା ଅଭିଯୋଗ*
*ଥାନାରେ ଏତଲା ପରେ କୌଣସି ନ୍ୟାୟ ନପାଇବାରୁ ପୁଅର ଶବ ରଖି ଆନ୍ଦୋଳନ
*ପୋଲିସର ନ୍ୟାୟ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି ସାଧାରଣ ଜନତା* ରିପୋର୍ଟ୍ ଜୀବନ ଜ୍ୟୋତି ରଣା ମାହାଙ୍ଗା ରୁ
