ବାରିପଦା ଉପଜିଲ୍ଲାପାଳ ଦୁଃଖ ବନ୍ଧୁ ନାୟକ ଙ୍କୁ ଭୀମଦା ଫାଣ୍ଡି ବିଷୟରେ ଅବଗତ କଲେ ସରପଞ୍ଚ ଭୀମ ସିଂ ଓ ଗ୍ରାମବାସୀ
ବଡ଼ସାହି….ଆମେ ମାଧ୍ୟମ ଆଉ ସମାଧାନ ନିହାତି କରିବୁ ଯଦି ପୋଲିସ ପ୍ରଶାସନ ଆମକୁ ଅବଗତ କରେ .ଏହି ପରି ମନ୍ତ୍ୟବ ଦେଇଛନ୍ତି ବାରିପଦା ଉପଜିଲ୍ଲାପାଳ ଦୁଃଖ ବନ୍ଧୁ ନାୟକ ! ଆଉ କହିଛନ୍ତି କିଛି ଦିନ ଅପେକ୍ଷା କରନ୍ତୁ ସମାଧାନ ନିହାତି ହେ!ଇଯିବ
ବଡ଼ସାହି ଥାନା ଅଧୀନ ଭୀମଦା ଫାଣ୍ଡି ପାଇଁ ସରପଞ୍ଚ ସହିତ ଗ୍ରାମବାସୀ ମାନେ ଗୋଟିଏ ପରେ ଗୋଟିଏ ଅଧିକାରୀ ଙ୍କ ନିକଟରେ ଅଭିଯୋଗ ପତ୍ର ପ୍ରଦାନ ପକ୍ରିୟା ଜାରିରଖିଛନ୍ତି ଦେଖା ଯାଉ ସଫଳତା କେବେ ମିଳୁଛି ସହିତ ବିଭିନ୍ନ ଗଣମାଧ୍ୟମ ଦ୍ୱାରା ଖବର ଧୀରେ ଧୀରେ ପ୍ରଚାର ହେବାକୁ ଯାଉଛି କାଳ ବୈଶାଖୀ ର ଉଗ୍ର ରୂପ ଦୀର୍ଘ 50 ବର୍ଷ ରୁ ଅଧିକ ବର୍ଷ ହେବ ଫାଣ୍ଡି ଆଜବେଷ୍ଟର ଘର କୁ ଛୀନ ଛତ୍ର କରିଦେଇଛି ! ଏବେ ବି ଫାଣ୍ଡି ର କାର୍ଯ୍ୟ ରତ କର୍ମଚାରୀ ବହୁତ ଅସୁବିଧା ରେ ସମ୍ମୁଖୀନ ହେଉଛନ୍ତି ଭୀମଦା ପଂଚାୟତ ନିକଟରେ ଥିବା ବର୍ତମାନ କୌଣସି କାର୍ଯ୍ୟ ରେ ବ୍ୟବହାର କରାଯାଉ ନ ଥୁବା ଏ ଏନ. ଏମ.ଘର ରେ ଯଦି ଫାଣ୍ଡିଟି ବର୍ତମାନ ପାଇଁ ସ୍ଥାନତରିତ ହେଇ ଯାଆନ୍ତା ତା ହେଲେ ଫାଣ୍ଡି ର କାର୍ଯ୍ୟ ରତ କର୍ମଚାରୀ ଭଲ ରେ କାର୍ଯ୍ୟକରିପାରନ୍ତେ ଆଉ ଏଠି ବିଦା ହେବା ପାଇଁ ଏବେ ଆଉ ଚିନ୍ତା କରନ୍ତେ ନାହିଁ କଥା ଉଠୁଛି ଯଦି କର୍ମଚାରୀ ଯଦି ସୁରକ୍ଷିତ ମନେ ନ କରୁଛନ୍ତି ତେବେ ଜନ ସାଧାରଣ ଙ୍କୁ କଣ ସୁରକ୍ଷା ଦେବେ ତାହା ପ୍ରଶ୍ନ ବାଚ୍ୟ ସୃଷ୍ଟି କରୁଛି?????? ଏହି ଖବର ଦ୍ୱାରା ଆମେ କହିବା କୁ ଚାହୁଁଚୁ ଯେ ବଡ଼ସାହି ନିର୍ବାଚନ ମଣ୍ଡଳୀ ରେ ସରପଞ୍ଚ ଠାରୁ ବଡ଼ବଡ଼ ନେତା କୁଜି ନେତା ଅଛନ୍ତି ଆଉ ରାସ୍ତା ପାଖରେ ଅବସ୍ଥାପିତ ଫାଣ୍ଡି ର ଦୁର୍ବସ୍ତା ଦେଖୁଛନ୍ତି କଣ ସେମାନଙ୍କ ହୃଦୟ କଣ ହଜିଯାଇଛି ବିଭିନ୍ନ ଖବର କାଗଜ ସହିତ ସୋସିଆଲ ମିଡ଼ିଆ ରେ ଖବର ପ୍ରସାରିତ ହେଉଛି କଣ ଆଖିର ନଜର ପଡୁନାହୁଁ କି ତା ଛଡା ଭୀମଦା ଫାଣ୍ଡି ନିକଟରେ ସତ ପଛରେ ଅବସ୍ଥାପିତ ଫାଣ୍ଡି ଗୁଡିକ ର ସରକାରୀ ଘର ହେଇଗଲାଣି ଶାନ୍ତି ରେ ସେଠାରେ କର୍ମଚାରୀ କାର୍ଯ୍ୟ କରୁଛନ୍ତି କିନ୍ତୁ ଭୀମଦା ଫାଣ୍ଡି ପାଇଁ ଜାଗା ଚିହ୍ନଟ ହେଇଛି କିନ୍ତୁ ଘର ହେବାର ବାସ୍ନା ନାହିଁ ଏ ସବୁ ଘଟଣା କଣ ନେତା କି କୁଜି ନେତା କୁ ଦେଖା ଯାଉନାହିଁ ବୋଲି ସ୍ଥାନୀୟ ଚାହା ଖଟି ଆଉ ସ୍ଥାନୀୟ ହାଟ ରେ ବର୍ତମାନ ଆଲୋଚନା ଜୋର ରେ ଚାଲିଛି ଆମେ ଏହା କହିବା ପାଇଁ ଚାହୁଁଚୁ ଯେ ଯେତେ ପ୍ରଯ୍ୟନ୍ତ ଫାଣ୍ଡିର ସୁରକ୍ଷା ପାଇଁ ଉପଯୋଗି ଅସ୍ଥ!ହି ଗୃହ ସହିତ ଫାଣ୍ଡି ପାଇଁ ସରକାରୀ ଗୃହ ଅନୁମୋଦନ ନ ହେଉଛି ସେତେ ପ୍ରଯ୍ୟନ୍ତ ଆମେ ଖବର ପ୍ରସାରଣ ଜାରି କରିବୁ ତା ସହିତ ବିଭିନ୍ନ ଗଣମାଧ୍ୟମ ରେ ପ୍ରସାରଣ କରିବୁ ଭୀମଦା ଗ୍ରାମ ବାସୀଙ୍କୁର ସଂଘଷ ସହିତଆମେ ସାମିଲ ହେବୁ ଏଥିରେ ତିଳମାତ୍ର ଅବହେଳା କରିବୁ ନାହୁଁ
